Monthly Archives

July 2023

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ

ଭୁବନେଶ୍ୱର:ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ, ଆମ୍ରି ହସ୍ପିଟାଲ ଭୁବନେଶ୍ୱର  ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣକରିବାରେ ସଫଳ ହୋଇପାରିଛି । ଆମ୍ରିର କ୍ଲିନିକାଲ ଉକ୍ରର୍ଷତା ଓ  ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ  ପ୍ରତିସ୍ଥାପନ ଏବଂଓଡ଼ିଶାକୁ
Read More...

ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ

ପୁରୀ : ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋଲାଯାଉଛି ରଥ । ବିଶ୍ୱକର୍ମାମହାରଣାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାପରେ ନନ୍ଦିଘୋଷ ଓ ପରେ ତାଳଧ୍ୱଜ ରଥର
Read More...

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ ୨୦୨୩ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ- ୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ
Read More...

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ବେଆଇନ ଶାଗୁଆନ ପଟା ଜବତ, ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଥିବା ଶାଗୁଆନ ଗଛକୁ ବିନା ଅନୁମତିରେ କାଟିବା ଏବଂ ପଟା ପ୍ରସ୍ତୁତ କରି ବର୍ତ୍ତମାନ ଅଡୁଆରେ ପଡିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ଏପରିକି ସେ ମନମୁଖୀ ଭାବେ ବନ ବିଭାଗର
Read More...

ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ। ଚନ୍ଦ୍ରପୃଷ୍ଟକୁ ସଫଳ ଉତକ୍ଷେପଣ ହେଲା ଚନ୍ଦ୍ରଯାନ- ୩ । ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଇତିହାସ ରଚିବା
Read More...

ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ ବିଜୟ ଲଷ୍ମୀ

ଫୁଲବାଣୀ : ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ବିଜୟ ଲଷ୍ମୀ ଭୋଇ । ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଅଛି । ୯୦ଟି ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬୨ ଜଣ
Read More...

ବସ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ଦୁଇ ଆହତ

କୋକସରା:୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ହାଇଦ୍ରାବାଦରୁ କଳମପୁର ଫେରୁଥିବା ସଂଗୀତା ନାମକ ଏକ ଘରୋଇ ବସ ଓ ଏକ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି
Read More...

କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ରୋଗୀଙ୍କ ସଂପର୍କୀୟଙ୍କ ଆକ୍ରମଣ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲା କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଛି ଅଭାବନୀୟ ଘଟଣା । କାକଟପୁର ଅଞ୍ଚଳର ଜଣେ ଯୁବକ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ସମୟରେ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁଥିବା
Read More...

ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ-ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ…

ପାରଳାଖେମୁଣ୍ଡି : ଭାରତରେ ଦକ୍ଷତାର ବିଶ୍ୱସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍‌ ୟୁନିଭରସିଟି ଯାହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍‌ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍‌ ସ୍କିଲ୍‌ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଏକ
Read More...

କରଡ଼ି-ବୀରନରସିଂହପୁର ନିର୍ମାଣାଧୀନ ଆରଡି ରାସ୍ତା ଶୋଚନୀୟ,ରାସ୍ତା କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ହରଭଙ୍ଗା : ୬ଖଣ୍ଡ ମୌଜା ବାସୀଙ୍କ ସମେତ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କୁ ପ୍ରତିବନ୍ଧକ ହେଉଛି ନିର୍ମାଣଧୀନ ଥିବା ବୀରନରସିଂହପୁର-କରଡ଼ି ଆରଡି ରାସ୍ତା । ନିର୍ମାଣାଧୀନନ ରାସ୍ତା, ପୋଲ ଆଦି ବର୍ଷା ପୂର୍ବରୁ କାର୍ଯ୍ୟ ନ ସାରିବା ଏବଂ ବାଇପାସ ରାସ୍ତା ସଠିକ ଢଙ୍ଗରେ ତିଆରି ହୋଇନଥିବା ଯୋଗୁଁ
Read More...