Monthly Archives

July 2023

ଚନ୍ଦ୍ରାୟନ-୩ର ବାଲୁକା କଳା ପ୍ରଦର୍ଶିତ

ପୁରୀ : ଆଜି ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ଏକ ଲଞ୍ଚ ଭେଇକିଲ ମାର୍କ ୩ ଦ୍ୱାରା ଉତକ୍ଷେପଣ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଏହାର ଲଞ୍ଚ ରିହରସେଲ ମଧ୍ୟ ସରିଛି । ଚନ୍ଦ୍ରାୟନ ୩ର ସଫଳ
Read More...

ତାଳପତ୍ର ଖୋଦେଇରେ ଉତ୍ତରକାଶୀର ଜଗନ୍ନାଥ ମନ୍ଦିର

ପୁରୀ : କିଛିଦିନ ପୂର୍ବରୁ ଲୋକଲୋଚନକୁ ଆସିଥିବା ଉତ୍ତରକାଶୀର ଜଗନ୍ନାଥ ମନ୍ଦିରକୁ ତାଳ ପତ୍ରରେ ଲେଖନୀ ମୁନରେ ଖୋଦେଇ କରିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା । ଏହି ମନ୍ଦିରରେ ମହାପ୍ରଭୁଙ୍କ ପୂଜା ନୀତି କିଛି ସମୟ ପାଇଁ ହେଉନଥିଲା ଓ
Read More...

ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁଙ୍କ ଟେକନିକାଲ ଶିକ୍ଷା ପାଇଁ ବୈଠକ

ନବରଙ୍ଗପୁର,୧୩/୭:- ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା ଏବଂ ଶିଶୁମାନଙ୍କୁ ନେଇ ଟେକନିକାଲ ଶିକ୍ଷା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଟେକନିକାଲ
Read More...

ଦୁଇଟି ପଦବୀରେ ରହି କାର୍ଯ୍ୟ କରୁଥିବା ନେଇ ଚର୍ଚ୍ଚାରେ ଲୋକପ୍ରତିନିଧି ସନ୍ତୋଷ ପୁଟେଲ

ଗୋଲାମୁଣ୍ଡା,୧୩/୭ - କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ପଞ୍ଚାୟତରେ ଜଣେ ଲୋକପ୍ରତିନିଧି ଦୁଇଟି ପଦବୀରେ ଦୀର୍ଘଦିନରୁ ରହିଥିବା ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । ସୂଚନାରୁ ପ୍ରକାଶ ପଞ୍ଚାୟତରେ ସମିତିସଭ୍ୟ ରୂପେ ନିର୍ବାଚିତ ହୋଇଥିବା ସନ୍ତୋଷ ପୁଟେଲ ଏବେ ଦୀର୍ଘଦିନ ଧରି
Read More...

ଶ୍ରୀମନ୍ଦିରରେ ଚକ୍ରନାରାୟଣ ଏକାଦଶୀ ନୀତି ଅନୁଷ୍ଠିତ

ପୁରୀ : ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି । ପ୍ରଭୁ ଚକ୍ରନାରାୟଣ ବିମାନରେ ଅଧ୍ୱଷ୍ଠିତ ହୋଇ ନଗର ପରିକ୍ରମା କରିଥାନ୍ତି । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର । ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ ପଡ଼ି ଲୋକେ ବେଶ୍‌ ହଇରାଣ ହେଉଥିଲେ
Read More...

ମୃତ ରଥ ସେବକ ନକୁଳଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ପୁରୀ : ଚଳିତ ବାହୁଡାଯାତ୍ରା ରେ ତାଳଧ୍ୱଜ ରଥର ଦଉଡି ହାତରୁ ଖସି ଯିବାରୁ ଗୁରୁତର ଆହତ ହୋଇଥିଲେ ରଥ ସେବକ ନକୁଳ ଭୋଇ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଅବସ୍ଥାରେ ସୁଧାର ନ ଆସିବାରୁ ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ
Read More...

କଙ୍ଗାରୁକୋର୍ଟ ନ୍ୟାୟ ପାଇବାରେ ଜିଲ୍ଲାର ଦୁଇ ବ୍ଲକର ୬ ପରିବାର: ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆଣିଲେ ଉଭୟ ବାସନ୍ଦ…

ହରଭଙ୍ଗା,୧୩/୭- କଙ୍ଗାରୁ କୋର୍ଟର କରୁଣ ପରିଣତି । ୨ ଟି ସୁନାହାର ଓ ୨୦ ହଜାର ଟଙ୍କା ଚୋରି ପାଇଁ ଗୁଣିଆକୁ ୨ ଲକ୍ଷ ଦେଲେ ଗ୍ରାମବସୀ । ଖଟ ଦେବତା ପୂଜା କରାଇ ଗ୍ରାମର ୩ ପରିବାରଙ୍କୁ ଚୋର ସଜାଇ ୧ ଲକ୍ଷ ଜୋରିମାନା ସହ ନିଆଁପାଣି ବାସନ୍ଦ କଲେ ଗ୍ରାମବସୀ । ଏଭଳି ଏକ ଅଭାବନୀୟ ଘଟଣା
Read More...

ମତ୍ସ୍ୟଜୀବୀଙ୍କ ନାମରେ ଇଞ୍ଜିନ, ଜାଲ ଓ ଡଙ୍ଗା କିଣିବା ନାଁରେ ଜାଲିଆତି ଅଭିଯୋଗ

ପୁରୀ: ମତ୍ସଜୀବୀଙ୍କ ନାଁରେ ଇଞ୍ଜିନ, ଜାଲ ଓ ଡଙ୍ଗା କିଣି ଜାଲିଆତି ଅଭିଯୋଗ । ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଏବଂ କେପି କଂଷ୍ଟ୍ରକ୍ସନ ଓ ସାରିନ ଏଣ୍ଟର ପ୍ରାଇଜର୍ସ ନାମକ ଦୁଇ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆଣିଛି ସାଗରପୁତ୍ର ମତ୍ସଜୀବୀ
Read More...

ଆଭାବୀ ବର୍ଷାରେ ଚାଷୀ ହତାଶ, ବ୍ଲକର ୮୦ % ଜମି ପଡିଆ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ୍‌ରେ ବର୍ଷା ପରିମାଣ କମିଛି । ଜୁଲାଇ ବେଳକୁ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରହିଥିଲା କିନ୍ତୁ ମାସର ପ୍ରଥମ ୧୦ ଦିନ ବି ବର୍ଷା ଉଭାନ ହୋଇଯାଇଛି । ପାଣିପାଗ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏମିତି ଯେ,
Read More...

ବିଜେପି ପକ୍ଷରୁ ମହା ଜନ ସମ୍ପର୍କ ଅଭିଯାନ

ଚମ୍ପୁଆ : ଭାରତୀୟ ଜନତା ଦଳ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ସେବା ସୁଶାସନ ଓ ଗରୀବ କଲ୍ୟାଣ ଯୋଜନାକୁ ନେଇ ମହା ସମ୍ପର୍କ ଅଭିଯାନ ଚମ୍ପୁଆ ନଗର ମଣ୍ଡଳ ଅନ୍ତର୍ଗତ ଶିରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟଙ୍କ ସଭାପତିରେ
Read More...