Monthly Archives

July 2023

ଠିକା ନେଇ ଅଧାରେ ଛାଡିଦେଲା ଠିକାଦାର, ଘର ପାଇଁ ସରକାରୀ ସହାୟତା ଅପେକ୍ଷାରେ ପରିବାର

ନୂଆପଡ଼ା : ନା ଭଲ ଘର ଖଣ୍ଡେ ଅଛି, ନା ସବୁଦିନ ଚଳିବା ପାଇଁ କୌଣସି ରୋଜଗାର ପନ୍ଥା ଅଛି । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଛାରମୁଣ୍ଡାପଡା । ଏହା ଏକ ପଡା ଗ୍ରାମ । ଏହି ଗ୍ରାମର ବୃଦ୍ଧା ନେପୁର ମାଝୀ ଓ ପରିବାରଙ୍କ ଦୁଃଖ କହିଲେ ନସରେ । ନେପୁରଙ୍କ ଏକମାତ୍ର ପୁଅ
Read More...

ପାଟଣାଗଡ ଏନଏସି ପକ୍ଷରୁ ବଡଖାନା କାର୍ଯ୍ୟକ୍ରମ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନଏସି ପକ୍ଷରୁ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଡଭିତର ସ୍ଥିତ ପାଟଣେଶ୍ୱରୀ ଉତ୍ସବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ,ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଘ,ଉପାଧ୍ୟକ୍ଷ ପ୍ରଫୁଲ କୁମାର
Read More...

ରଥଯାତ୍ରାରେ ନିୟୋଜିତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ପୁରୀ : ଚଳିତ ରଥଯାତ୍ରାରେ ସଫେଇ କର୍ମଚାରୀଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମହାପ୍ରଭୁଙ୍କ ପ୍ରତି ସେମାନଙ୍କ ସେବାକୁ ସମ୍ମାନ ଜଣାଇ ପୁରୀ ପୌରପାଳିକା ପକ୍ଷରୁ ସେମାନଙ୍କ ଉଦ୍ଦେଶ୍ୟରେ ଏକ ବଡାଖାନା ଆୟୋଜନ ସହ ସେମାନଙ୍କୁ ସମ୍ବର୍ଦ୍ଧିତ
Read More...

ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର: ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ।
Read More...

ଗଜପତିରେ ନୂତନ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଳୟରେ ନୂତନ ଭାବେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମାନନ୍ଦ ମହାନ୍ତି । ଏଥି ପୂର୍ବରୁ ସେ ଭବାନୀପାଟଣାରେ ଉପ ନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ପାରଳାଖେମୁଣ୍ଡି : ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସଂପର୍କରେ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ଆମ ଦେଶରେ ଏହି ଦିବସଟିକୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିଣ କରିବା ପାଇଁ ପ୍ରତିବର୍ଷ ପାଳନ
Read More...

କନ୍ଧମାଳ ଜିଲ୍ଲା ଗସ୍ତରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଉପଦେଷ୍ଟା

ଫୁଲବାଣୀ:- ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ସହ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲାର ଡିଜିଏମ ରୀତାଶ୍ରୀ ବାରିକ, ଜିଲ୍ଲାର ମୋ ସେବା କେନ୍ଦ୍ର
Read More...

ଖପ୍ରାଖୋଲ ବି/୧୮୯ ସିଆରପିଏଫ ଯବାନଙ୍କ ଦ୍ୱାରା ବୃକ୍ଷରୋପଣ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବି/୧୮୯ ସିଆରପିଏଫ ଯବାନଙ୍କ ଦ୍ୱାରା ବନ ମହୋତ୍ସବ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ଆରଚେରି ଖେଳପଡିଆ ନିକଟରେ ଖପ୍ରାଖୋଲ ସିଆରପିଏଫ କମାଣ୍ଟାଣ୍ଟ ପ୍ରଶାନ୍ତ କୁମାର ସାହୁ , ଦ୍ୱିତୀୟ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ପୀତବାସ ପଣ୍ଡା ଓ
Read More...

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମ୍ୟ ଜଙ୍ଗଲ ଠାରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଗତକାଲି କଣ୍ଟାଗାଁ ଗ୍ରାମର ବୁଦନ ସୌରା ଓ ସୁନାସିର ଦିଶାରୀ ଦୁହେଁ ମିଶି ଜଙ୍ଗଲ ଭିତରେ ଯିବା ସମୟରେ ଏକ
Read More...

ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଗଞ୍ଜାମ:ବନ ମହୋତ୍ସବ ସପ୍ତାହ ଅବସରରେ ବିଦ୍ୟାଳୟ ଇକୋ କ୍ଳବ ଓ ବନ ବିଭାଗ ତରଫରୁ ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଆଲୁମିନି କାମେଶ୍ୱର ବିଶ୍ୱାଳ, ଫରେଷ୍ଟର ବାବୁ ସେଠୀ, ଇକୋ କ୍ଳବର
Read More...