Monthly Archives

July 2023

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ, ଜାତୀୟ ସେବା ଆୟୋଜନ(ଏନ୍‌ଏସ୍‌ଏସ)ର ଦାୟିତ୍ୱ ନିର୍ବାହ କରୁଥିବା ନୃତତ୍ତ୍ୱ ବିଭାଗର
Read More...

ହାବକ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ

ଘୁ ଉଦୟଗିରି: ସ୍ଥାନୀୟ ହବାକ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଯୋଗେନ୍ଦ୍ରନଥ ସେନାପତିଙ୍କ ନେତୃତ୍ୱରେ ବନ ମହତ୍ସୋବ ସପ୍ତାହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୁସ୍ମିତା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ
Read More...

ସ୍ନାତକ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା

ସୁବର୍ଣ୍ଣପୁର : ସୋନପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରୀ ଅମ୍ରିତା ନନ୍ଦ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନରେ ଭତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗୀର ଦ୍ୱାରା ଗତକାଲି ପ୍ରଥମ ବ୍ୟାଚ୍‌ ସ୍ନାତକ
Read More...

କୁଟୁରା ମାଂସ ଜବତ, ଦୁଇ ଅଭିଯୁକ୍ତ ଗିରଫ

ରାୟଗଡା: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ । ହେଲେ ଖବର ପାଇ ମାଡି ବସିଲା ରାୟଗଡା ବନ ବିଭାଗ । ଘଟଣା ସ୍ଥଳରୁ ତିନି କେଜି କୁଟୁରା ମାଂସ ଜବତ ସହ ଦୁଇ ଜଣଙ୍କୁ ଧରିବାରେ ସଫଳ ହେଲା ବନ ବିଭାଗ । ଆଉ ଗିରଫ ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ରାୟଗଡା ବନାଞ୍ଚଳ ଅଧିନସ୍ଥ
Read More...

ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ପାଳିତ

ପୁରୀ:ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂସ୍କୃତ ବିଶ୍ୱବିଦ୍ୟାଳୟର ଏହି ନବମ ସମାବର୍ତ୍ତନ ଉତ୍ସବରେ କିଟ୍‌, କିସ୍‌ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍‌ ଡଃ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଡିଲିଟ ଉପାଧି
Read More...

ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଚାକିରିରୁ ବିଦା ହେଲେ ୩ ଅଧିକାରୀ

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ୯ ଜଣ ଅଧିକାରୀଙ୍କ ଉପରେ ହୋଇଚି କଡ଼ା କାର୍ଯ୍ୟାନୁଷ୍ଠାନ । ୩ ଜଣ ଚାକିରିରୁ ବରଖାସ୍ତ ହୋଇଥିବାବେଳେ ୬ ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏଥିରେ ବିଭିନ୍ନ
Read More...

ସମ୍ବାଦିକଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ,ଏଣିକି ଗୋଟିଏ କ୍ଲିକରେ ବୀମା

ଭୁବନେଶ୍ୱର : ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ୱାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକଙ୍କୁ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ । ସାମ୍ବାଦିକଙ୍କ ପାଇଁ ପୋର୍ଟାଲ
Read More...

ବୌଦ୍ଧରେ ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୭/୭:- ଆଜି ବୌଦ୍ଧରେ ନୂତନ ଜିଲ୍ଲାପାଳ ଭାବେ ନୃସିଂହ ଚରଣ ସ୍ୱାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସ୍ୱାଇଁ ଅର୍ଥବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ତୁଲାଉଥିଲେ । ଗତ ୩୦ ତାରିଖରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅବସର ଗ୍ରହଣ କରିଥିଲେ । ଫଳରେ
Read More...

ତହସିଲଦାରଙ୍କ ଦ୍ୱାରା ଘରେ ଘରେ ପଟ୍ଟା ବଣ୍ଟନ

ବାଲିଗୁଡ଼ା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ତହସିଲ ପକ୍ଷରୁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ତୁମୁଡ଼ିବନ୍ଧ ତହସିଲ ଅଧିନସ୍ଥ ମୋଟ ଜନସଂଖ୍ୟାରୁ ଶତକଡ଼ା ୫୦ ପ୍ରତିଶତରୁ ଅଧିକ ଆଦିବାସୀ ତଥା ଜନଜାତି ସମ୍ପ୍ରଦାୟର ଅଟନ୍ତି । ସେଥିମଧ୍ୟରୁ ଅଧିକାଂଶ ଚାଷବାସ
Read More...

ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳରେ ବନ ମହୋତ୍ସବ ପାଳିତ

ଦଶପଲ୍ଲା : ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ବୁଗୁଡା ବିଟ୍‌ ହାଉସ୍‌ ଅନ୍ତର୍ଗତ ସତ୍ୟମହାବୀର ମନ୍ଦିର ପରିସରରେ ଆଜି ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟ ମହାବୀର ମନ୍ଦିର ପରିସରରେ ବର, ଓସ୍ତ, ପିଆଶାଳ, ନିମ୍ବ,
Read More...