Monthly Archives

July 2023

୧୧ କେଭି ବିଦ୍ୟୁତ୍‌ କାମ କରୁଥିବା ବେଳେ କର୍ମଚାରୀଙ୍କ ମୃତ୍ୟୁ

ଫୁଲବାଣୀ: ବିଦ୍ୟୁତ୍‌ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ । ମୃତ ଯୁବକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି ବୋଲି ଜଣାପଡିଛି । ଗତ ବିଲମ୍ବିତ ରାତିରେ ବର୍ଷା ଯୋଗୁଁ ଫୁଲବାଣୀ ପୌର ପରିଷଦରେ ବିଦ୍ୟୁତ୍‌ ନଥିବା ବେଳେ ବିଦ୍ୟୁତ୍‌ କାମ କରିବା ପାଇଁ ଫୁଲବାଣୀ ନାରାୟଣୀ ରୋଡ଼ ପାଖରେ ଥିବା ୧୧ କେ ଭି
Read More...

୮ ଜଣ ହାଇୱେ ଡକାୟତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ବଡ଼ ସଫଳତା । ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍‌ । ସୂଚନା ପ୍ରକାରେ ଗତ ମଙ୍ଗଳବାର ରାତ୍ରି ପ୍ରାୟ ୧୦ ଘଣ୍ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହାଇୱେ ଡକାୟତି ଦଳକୁ ଗିରଫ କରିବାରେ ସଫଳତା
Read More...

ପୁରୁଣାକଟକ ମଣ୍ଡଳରେ ବିଜେପିର ମହା ଜନସମ୍ପର୍କ ଅଭିଯାନ

ହରଭଙ୍ଗା: ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକର ୮ ନମ୍ବର ମଣ୍ଡଳ ପୁରୁଣାକଟକ କଲ୍ୟାଣମଣ୍ଡପ ଠାରେ ମଣ୍ଡଳ ସଭାପତି ବାମନ ବାରିକଙ୍କ ନେତୃତ୍ୱରେ ମହାଜନସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରେ ଡ଼. ଶ୍ୟାମପ୍ରସଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ
Read More...

ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ କୃଷି କ୍ରାନ୍ତି ଅଭିଯାନର ଶୁଭାରମ୍ଭ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତର ଅଣ୍ଟାସର ଗ୍ରାମରେ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ କୃଷି କ୍ରାନ୍ତି ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଦ୍ୱାରା
Read More...

ଚନ୍ଦ୍ରଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି ପରିସରରେ ଚନ୍ଦ୍ରଗିରି ବନାଞ୍ଚଳ ସହଯୋଗରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ରଥ, ସୁଧାକର କଣ୍ଡଲୁ ତଥା ବନରକ୍ଷୀ ଅଧିକାରୀ ମାନେ, ଫ୍ରିଡ଼ମର କାର୍ଯ୍ୟକାରୀ ସଭାପତି
Read More...

ସୁବର୍ଣ୍ଣପୁର ଓଜେୟୁ ପକ୍ଷରୁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାର୍ଥ ସମ୍ବଳିତ ୧୦ଦଫା ଦାବିପତ୍ର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ଓ ମୟୁରଭଞ୍ଜରେ ରାଜ୍ୟ
Read More...

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ
Read More...

ଜୋର ଧରିଲା ଶ୍ରୀମନ୍ଦିରରେ ଡ୍ରେସକୋଡ ଦାବି,ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ :ଦକ୍ଷିଣ ଭାରତ ହେଉ ଅବା ଉତ୍ତର ଭାରତ କି ପଶ୍ଚିମ ଭାରତ ସବୁଠି ଦେବାଦେବୀ ମନ୍ଦିରରେ ଦର୍ଶନ ପାଇଁ ଗଲେ ଭକ୍ତଙ୍କ ପାଇଁ ରହିଛି ଡ୍ରେସ କୋଡ଼ । ଯେଉଁଥିରେ ମହିଳା ମାନେ ପାରମ୍ପରିକ ଶାଢୀ ପରିଧାନ କରିବା ଆବଶ୍ୟକ । ଯୁବତୀ ମାନେ ସାଲୁୱାର ପଞ୍ଜାବୀ ଓଢଣୀ ପକାଇବା ଆବଶ୍ୟକ । ଯୁବକ ମାନେ
Read More...

ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ ସ୍ୱତନ୍ତ୍ର ଅଭିଯାନ, ପ୍ରଥମ ଦିନ ଉଦ୍ଧାର ହେଲେ ୨୧ଜଣ

ପୁରୀ: ଚଳିତ ବର୍ଷର ରଥଯାତ୍ରା ସମୟରେ ଆସି ପୁରୀ ସହରର ବିଭିନ୍ନ ଗଳି କନ୍ଦି, ଷ୍ଟେସନ, ବସଷ୍ଟାଣ୍ଡ ଓ ସମୁଦ୍ର କୂଳ ଇତ୍ୟାଦିରେ ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତ ଲୋକ ରହିଯାଇଛନ୍ତି । ଏମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ଦିନିଆ ସ୍ପେଶାଲ ଡ୍ରାଇଭ୍‌
Read More...

ମହିଳା ରୋଷେୟାଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଦେଉଛନ୍ତି ଧମକ

ଦଶପଲ୍ଲା: ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ମହିଳା ରୋଷେୟା ! ଏଭଳି ଏକ ସଂଗୀନ୍‌ ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଆଦିବାସୀ ଅଧ୍ୟୁଷିତ ଦୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନେଡି ଗ୍ରାମର
Read More...