Monthly Archives

December 2023

ଯୌତୁକ ନିର୍ଯାତନା ଅଭିଯୋଗର ମାମଲା ଶୁଣାଣୀ : ସପରିବାର ନିର୍ଦ୍ଦୋଷରେ ଖଲାସ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗରେ ବୋହୂକୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ ହୋଇ ଜେଲ ଯାଇଥିଲେ । ଉକ୍ତ ଘଟଣାରେ ସପରିବାର ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪
Read More...

ଉପାନ୍ତ ଅଞ୍ଚଳକୁ ମନ୍ତ୍ରୀଙ୍କ ଗସ୍ତ, ଲୋକଙ୍କ ମୌଳିକ ସୁବିଧା ଉପରେ କଲେ ଆଲୋଚନା

ହରଭଙ୍ଗା :ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଗସ୍ତରେ ଶୁକ୍ରବାର ଦିନ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ,ପାନୀୟ ଜଳ, ପଞ୍ଚାୟତ ରାଜ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହି ଗସ୍ତରେ ପ୍ରଥମେ କୁଶଙ୍ଗ ପଞ୍ଚାୟତର କ୍ଷତ୍ରିୟ ବଡ଼ ସୁଦ ସମାଜର କୋଠ ଘର ଉଦଘାଟନ ପରେ
Read More...

ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ଖବରଦାତା ବିଜୟ କୁମାର ମିଶ୍ର (୬୬)ଙ୍କ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ଭୋର୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିଛନ୍ତି ।
Read More...

ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ପକ୍ଷରୁ ବରଗଡ଼ ପୌର କାର୍ଯ୍ୟାଳୟ ଘେରାଓ

ବରଗଡ଼: ଆଜି ବରଗଡ଼ ସହରର ବିଭିନ୍ନ ସମସ୍ୟାର ସମାଧାନ ଓ ପୌରପରିଷଦରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଭାରତୀୟ ଜନତା ପାର୍ଟି ବରଗଡ଼ ନଗର ତରଫରୁ ବରଗଡ଼ ପୌରକାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଏହି ଅବସରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ୧୦ ଦଫା ଦାବିପତ୍ର
Read More...

ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ

ପୁରୀ: ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ । ପୁରୀ ଜେଲ ରୋଡ ସ୍ଥିତ ନବନିର୍ମିତ ପାର୍କିଂ ଆଜି ଉଦଘାଟିତ ହୋଇଛି । ଏହି ପାର୍କିଂରେ ୫୦୦ କାର ଓ ୫୦୦ ବାଇକ ଏକକାଳୀନ ପାର୍କିଂ ହେବାର କ୍ଷମତା ରହିଛି । ପ୍ରତି ଚାରିଚକିଆ ଯାନକୁ ୪ଘଣ୍ଟା ପିଛା ୫୦ ଟଙ୍କା ଦେଇ ପାର୍କିଂ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ,ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି
Read More...

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ , ୩ ରେ ହୋଇପାରେ ବାତ୍ୟା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି। ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା ବାତ୍ୟାରେ ରୂପାନ୍ତର ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ।
Read More...

‘୫ ବର୍ଷରେ ୨୦ ଥର ଭୁଶୁଡିଛି ଉତ୍ତରକାଶୀ ସିଲ୍କିଆରା ସୁଡ଼ଙ୍ଗ’

ପୂରା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସିଲ୍କିଆରା-ବାରକୋଟ ଟନେଲ ପ୍ରଥମ କରି ଭୁଶୁଡି ନଥିଲା, ଏହାପୂର୍ବରୁ ୫ ବର୍ଷରେ ୨୦ ଥର ଭୁଶୁଡି ପଡ଼ିଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ପ୍ରୋଜେକ୍ଟ ତଦାରଖ କରୁଥିବା
Read More...

ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାରେ ମିଳିବନି ଡିଭିଜନ୍ କିମ୍ବା ରାଙ୍କ୍, ବଡ଼ ନିଷ୍ପତ୍ତି ନେଲା ଏହି ବୋର୍ଡ

ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଉ ମିଳିବନି ଗ୍ରେଡ୍ କିମ୍ବା ରାଙ୍କ୍ । ତତ୍କାଳ ପ୍ରଭାବ ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଡିଭିଜନ୍(ଗ୍ରେଡ୍) ଓ ରାଙ୍କ୍ ନ ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ବଦଳରେ ବ୍ୟକ୍ତିଗତ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶ
Read More...

୪୫ ସ୍କୁଲକୁ ବୋମା ବିସ୍ଫୋରଣ ଧମକ

କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ବୋମା ଆତଙ୍କ। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ। ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି। ପୁଲିସ୍‌ ସହ ଅନ୍ୟ ସୁରକ୍ଷା ଏଜେନ୍ସି ଓ ଡଗ ସ୍କ୍ୱାଡ
Read More...