Monthly Archives

December 2023

ଦ୍ୱିତୀୟ ଦିନରେ ୨୦ ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍‌, ସମ୍ବଲପୁରକୁ ହରାଇ ସେମିରେ ଖୋର୍ଦ୍ଧା

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ର ଦ୍ୱିତୀୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନ ରେ ସମ୍ବଲପୁର ମର୍ଣ୍ଣିଙ୍ଗ କ୍ଲବ ସହିତ ଖୋର୍ଦ୍ଧା ରଘୁନାଥ କ୍ଳବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ
Read More...

ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ରୋୟାଲ ପଡ଼ିଆଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ଯାଏ ଆସିଥିବା ଏହି ମାରାଥନ ଦୌଡ଼କୁ ପୌର ପରିଷଦ ଅଧ୍ୟକ୍ଷା ତାମସୀ
Read More...

ପାଟଣାଗଡ଼ ବିଜେଡି ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ଼ : ପାଟଣାଗଡ଼ ବିଜେଡି ପକ୍ଷରୁ ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ସହ ରକ୍ତଦାନ ଶିବିର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ତଥା ସରକାରୀ ଉପ ମୁଖ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଫଟୋ ଚିତ୍ର ରେ ପ୍ରଦୀପ
Read More...

ସମୁଦ୍ରରେ ବୁଡି ଯାଉଥିଲେ, ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ : ବେଳାଭୂମିରେ ସ୍ନାନ କରିବା ସମୟରେ ବୁଡିଯାଉଥିବା ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଚୈତନ୍ୟ ଛକ ୯ ନମ୍ବର ସେକ୍ଟରରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ ଝାଡ଼ଖଣ୍ଡରୁ ଆସିଥିବା ତିନିଜଣ ପର୍ଯ୍ୟଟକ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ
Read More...

ଆଜିଠୁ ପରିକ୍ରମା ନିମନ୍ତ୍ରଣ: କାର୍ଡ ବାଣ୍ଟିବା ପାଇଁ ବାହାରିଲେ ୩୦ଟି ଦଳ

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ସହ ଯୋଡିହେବ ଭାରତବର୍ଷର କୋଣ ଅନୁକୋଣରେ ଥିବା ଅନେକ ଶକ୍ତିପୀଠ, ଭାରତବର୍ଷର ୪ ଧାମ ଓ ୧୨ଜୌତିଲିଙ୍ଗ । ଏହା ସହ ଓଡିଶାରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ଓ ଦାରୁ ଉତ୍ପତ୍ତି ସ୍ଥଳ । ସେଥିପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିମନ୍ତ୍ରଣ ପର୍ବ ।ଆସନ୍ତା
Read More...

ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : କୁଷ୍ଠମୁକ୍ତ ଅନ୍ତେବାସୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ତଥା ଶୀତ ବସ୍ତ୍ର ପ୍ରଦାନ ଆଜି ଲେପ୍ରା ସୋସାଇଟି ତଥା ସୁବର୍ଣ୍ଣପୁର କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କର ସୋସାଇଟି କାର୍ଯ୍ୟାଳୟ ପରିସରରେ ସକାଳ ନଅଟା ବେଳେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ପାଠକ ବହିମନସ୍କ ହୁଅନ୍ତୁ ,୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଘାଟିତ

ପୁରୀ: ସମାଜରେ ହିତ, ଏକ ଶୃଙ୍ଖଳିତ ସମାଜ ଓ ସଂସ୍କୃତିମୟ ପରିବାର ପାଇଁ,ସାହିତ୍ୟ ସ୍ୱର ଉଠାଇବା ଆଜିର ଆବଶ୍ୟକତା ବୋଲି କହିଛନ୍ତି ବିଶିଷ୍ଟ ଗୀତିକାର, ପ୍ରାବନ୍ଧିକ, ଗାଳ୍ପିକ ତଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା
Read More...

ବରଗଡ଼ ଧନୁଯାତ୍ରା ଗୋପପୁର ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ

ବରଗଡ : ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ । ଏହି ମହୋତ୍ସବ ସମୟରେ ବରଗଡ଼ ସହର ମଥୁରା ନଗରୀ ପାଲଟୁଥିବାବେଳେ ଅମ୍ବାପାଲି ଗୋପପୁର ହୋଇଥାଏ । ଆଉ ଏହି ଉଭୟ ସହର ମଝିରେ ଥିବା ଜୀରା ନଦୀ ଯମୁନା ପାଲଟି ଥାଏ । ଧନୁଯାତ୍ରା କଥାବସ୍ତୁର କୃଷ୍ଣ ବଳରାମ ଓ
Read More...

ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଆରମ୍ଭ

ପୁରୀ : ବଡଦିନ ଓ ନୂଆବର୍ଷ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଆରମ୍ଭ ହୋଇଛି । ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ ଦ୍ୱାରା ୭ ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କୋଣାର୍କ ଏନଏସି ଅଧକ୍ଷା
Read More...

୨୦ ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍‌ ଉଦଘାଟିତ,୪-୧ଗୋଲରେ ସୋନପୁର ବିଜୟୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ତିଲେଶ୍ୱର୍‌ଠାରେ ବହୁ ପୁରାତନ ୨୦ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ ସୋମବାର ଦିନ ମୁଖ୍ୟ ଅତିଥି ବ୍ଲକ୍‌ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ଆୟୋଜକ ବଜାର
Read More...