Monthly Archives

December 2023

୨ ଟନ୍‌ ପିଆଜରେ ସାନ୍ତାକ୍ଲଜ

ପୁରୀ : ଖ୍ରୀଷ୍ଟମାସ ଅବସରରେ ବାଲୁକାକଳାରେ ଗିଫ୍ଟ ଏ ପ୍ଲାଣ୍ଟ , ଗ୍ରୀନ ଦ ଆର୍ଥର ବାର୍ତ୍ତା ।ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢ଼ିଛନ୍ତି ବିଶ୍ୱର ସବୁଠାରୁ ବଡ ସାଣ୍ଟା କ୍ଲଜ୍‌ । ଯେଉଁଥିରେ ପ୍ରାୟ ୨ ଟନ୍‌ ଓଜନର ପିଆଜର ବ୍ୟବହାର ହୋଇଛି ।୧୦୦ ଫୁଟ୍‌ ଲମ୍ବା ଓ ୨୦…
Read More...

ବଡଦାଣ୍ଡରେ ଗହଳି, ଜଗା ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ

ପୁରୀ :ପାଖେଇ ଆସୁଛି ନବ ବର୍ଷ । ବର୍ଷ ଶେଷ ହୋଇ ଆସୁଥିବା ବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଚି । ତେବେ ଆସନ୍ତା ନୂଆ ବର୍ଷ ନିଜ ପରିବାର, ବନ୍ଧୁ ବର୍ଗ ସମେତ ସାରା ବିଶ୍ୱ ବାସୀଙ୍କ ପାଇଁ ମଙ୍ଗଳ ମୟ ହେଉ ବୋଲି ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ।…
Read More...

ଖ୍ରୀଷ୍ଟମାସ ଅବସରରେ ସଚେତନତା ଭିତ୍ତିକ ବାଲୁକା କଳା

ପୁରୀ : ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା ଭିତ୍ତିକ ବାଲୁକା କଳା ।ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ନିର୍ମାଣ କରିଛନ୍ତି ବାଲୁକା ସାନ୍ତା କ୍ଲଜ । ସେ ଏହି ବାଲୁକା କଳାରେ ସେଭ୍‌ ଟ୍ରିର ବାର୍ତ୍ତା ପ୍ରଚାର ପ୍ରସାର କରିଛନ୍ତି…
Read More...

ରାୟଗଡାରେ ଜଣେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଅକାଳ ବିୟୋଗ

ରାୟଗଡା: ପରିଣତ ବୟସରେ ଘରୁ ବାହାରି ତୀର୍ଥଯାତ୍ରା କରିବାକୁ ଯାଇଥିଲେ ଜଣେ ତୀର୍ଥଯାତ୍ରୀ । ହେଲେ ଆଉ ସେ ଘରକୁ ଫେରିଲେ ନାହିଁ । ରାୟଗଡାରେ ତାଙ୍କର ଅକାଳ ବିୟୋଗ ଘଟିଛି । ମୃତ ତୀର୍ଥଯାତ୍ରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଳା ସଦର ମହକୁମା ସ୍ଥିତ ପୂଜାରିଗୁଡା ସାହିର ୬୬ବର୍ଷିୟ…
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ସେନଫେଷ୍ଟ-୨୦୨୩ ଉଦଘାଟିତ

ରାୟଗଡା : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥୀ ରୂପେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ସମ୍ମାନୀତ ଅତିଥୀ ଭାବେ ରାୟଗଡା…
Read More...

ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା’ର ଉଦଯାପନୀ ସମାରୋହ

ହରଭଙ୍ଗା :ପୁରୁଣାକଟକ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଦିବସ ମହା ସମାରୋହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଧରିତ୍ରୀ ରାଣୀ କାନୁନଗୋଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ବ୍ୟଞ୍ଜନ ଦ୍ୱାଦଶୀରେ ଲାଗିହେଲା ୮୫୧ପ୍ରକାର ବ୍ୟଞ୍ଜନ

ପୁରୀ : ଆଜି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଆଜିର ଦିବସରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ…
Read More...

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଉଦଯାପିତ

ପାରଳାଖେମୁଣ୍ଡି:ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶନିବାର ସ୍ମୃତିରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଜବାନ୍‌ ଗୁରୁତର

ବାଲିଗୁଡ଼ା: କୁମ୍ବିଂ ଅପରେସନ ବେଳେ ଅଘଟଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଏସ୍‌ଓଜି ଜବାନ୍‌ ଗୁରୁତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତର ଗୁଡ୍ରୀଗାଁ ନିକଟସ୍ଥ ସିରିକୁଟି ଜଙ୍ଗଲରେ ଚାଲିଥିଲା କୁମ୍ବିଂ ଅପରେସନ । ଏସ୍‌ଓଜି ଜବାନ୍‌ ଜଙ୍ଗଲରେ କୁମ୍ବିଂ କରୁଥିବା…
Read More...

ଜାନୁଆରୀ ୧୫ରୁ ବରଗଡ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼ ; ଜାନୁଆରୀ ୧୫ରୁ ଆରମ୍ଭହେବ ବରଗଡ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ଯାତ୍ରା ସମୟରେ କୌଣସି ପ୍ରକାର ବିଘ୍ନ ସୃଷ୍ଟିନହେବାପାଇଁ ତଥା ମଞ୍ଚ ଗୁଡିକୁ ଦେବରାଜ ଇନ୍ଦ୍ରଙ୍କ କୋପରୁ…
Read More...