Yearly Archives

2023

ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା

ପୁରୀ : ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା । ଏଣିକି ଭକ୍ତ ହୁଅନ୍ତୁ କିମ୍ବା ସେବାୟତ କେହି ବି ମନ୍ଦିର ଭିତରେ ପଲିଥିନ ବ୍ୟବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଲିଥିନ
Read More...

ଗଡଜାତ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ବୌଦ୍ଧ,୧୫/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ହାଇସ୍କୁଲ ପଡିଆଠାରେ ସପ୍ତମ ଗଡଜାତ ଲୋକ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମ୍ରୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ବୌଦ୍ଧ ଗଡଜାତର କଳା, ସଂସ୍କୃତି ଓ
Read More...

୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ

ଭୁବନେଶ୍ୱର ୧୫ା୧୨: ମୋର କୌଣସି ପଦପଦବୀ ଆଶା ନାହିଁ; ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ
Read More...

ପୁଣି ପୁରୁଣାକଟକ ଥାନା ଅଞ୍ଚଳରୁ ବାଇକ୍‌ ଚୋରି, ଟେର ପାଉନି ପୁଲିସ

ହରଭଙ୍ଗା : ପୁରୁଣାକଟକ ଥାନାକୁ ଚାଲେଞ୍ଜ କାରି ପୁଣି ବାଇକ ଚୋରି । ଟେର ପାଉନି ପୋଲିସ । ବାରମ୍ବାର ଚୋରି ପରେ ପୋଲିସ ପ୍ରଶାସନ ଉପରେ ସାଧାରଣ ଜନତାଙ୍କ ଅସ୍ଥା ତୁଟୁଛି । ଯାହାର ସତ୍ୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ଗତ
Read More...

ଗଜସାଥୀ ପ୍ରଶିକ୍ଷଣ ଶିବିର

ନୂଆଗାଁ : ନୟାଗଡ଼ ଜିଲ୍ଲା ସଂପଡା ମେଗା ନର୍ସରୀ ମଧ୍ୟରେ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଶିବିର ଅନୁଷ୍ଠିତ ହୋଇଯାଛି । ଜଙ୍ଗଲ ମଧ୍ୟରେ ହାତୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଏହି ପ୍ରଶିକ୍ଷଣ
Read More...

ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫
Read More...

ନିଆଁ ନିୟନ୍ତ୍ରଣ ପାଇଁ ବନବିଭାଗ, ପୋଲିସ ପ୍ରଶାସନ ଓ ଅଗ୍ନିଶମର ମିଳିତ ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀଠାରେ ଆଗାମୀ ଗ୍ରୀଷ୍ମ ଋତୁରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ତିନିଗୋଟି ବିଭାଗକୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ମଗଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବନ
Read More...

କୋଟସମଲାଇ ମଣ୍ଡିରୁ ଆରମ୍ଭ ହେଲା ନବନିର୍ମାଣ କୃଷକ ସଙ୍ଗଠନର ମଣ୍ଡି ଚାଲ ଅଭିଯାନ

ସୁବର୍ଣ୍ଣପୁର:ଆଜି ସୋନପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ “ମଣ୍ଡି ଚାଲ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ୱରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ । ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକ୍‌ର
Read More...

ଖରିଫ ଧାନ ସଂଗ୍ରହ ପ୍ରଚାର ରଥର ଶୁଭାରମ୍ଭ

ଚମ୍ପୁଆ,୧୫ ।୧୨: ଖରିଫ ଧାନ ସଂଗ୍ରହ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଜି ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ଉପଜିଲାପାଳ ତଥା ଆରଏମସି ଅଧ୍ୟକ୍ଷ ସୁକାନ୍ତ କୁମାର ମାଝି ଓ ଏସିଏସଓ ମଙ୍ଗଲ ସିଂ ପ୍ରମୁଖ ଏହି କାର୍ଯ୍ୟରେ ଯୋଗ ଦେଇ ପତାକା
Read More...

ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ସୀମା’

ବାଲିଗୁଡ଼ା: ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ଉତ୍ସବରେ ଅନ୍ତରଙ୍ଗ ନାଟକ "ସୀମା' ମଞ୍ଚସ୍ଥ । ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାୟିକା ର ୧୮ତମ ପ୍ରତିଷ୍ଠା ଦିବସ ସମାରୋହରେ ବାଲେଶ୍ୱର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ରେ ଆୟୋଜିତ ନାଟକ ଉତ୍ସବ ର ତୃତୀୟ ସନ୍ଧ୍ୟା ରେ ବିଶିଷ୍ଟ ନାଟ୍ୟକାର ତଥା
Read More...