Yearly Archives

2023

ଜେକେ କାଗଜ କଳ ପ୍ରତିଷ୍ଠାତାଙ୍କ ୧୩୯ତମ ଜନ୍ମଦିନ ପାଳନ

ରାୟଗଡା: ଜେକେ ଗ୍ରୁପ୍ରର ପ୍ରତିଷ୍ଠାତା ଲାଲା କମଳାପତ୍‌ ସିଂଘାନିଆଙ୍କ ୧୩୯ ତମ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳାପତ୍‌ ସିଂଘାନିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଜେକେ କାଗଜ କଳର ମୁଖ୍ୟ
Read More...

ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି

ପୁରୀ : ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ପୁରୀ ଗସ୍ତରେ ଆସି ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍‌ ଛକ ପର୍ଯ୍ୟନ୍ତ
Read More...

ସେଭ୍‌ ଏନଭାର୍ମେଣ୍ଟ ସେଭ୍‌ ହିମାଲୟର ବାର୍ତ୍ତା ବାଣ୍ଟି ବାଇକ ଆରୋହୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ

ସୁବର୍ଣ୍ଣପୁର : ଗତ ୨୮ତାରିଖରୁ ସହରର ୭ଜଣ ଉଦୀୟମାନ ଯୁବକ ବାଇକ୍‌ରେ ଦୀର୍ଘ ୪୦୦୦ କିଲୋମିଟର ଯାତ୍ରା କରି ନେପାଳର ଜନକପୁର, କାଠମାଣ୍ଡୁ,ପୋଖରା,ମୁକ୍ତିନାଥ ଇତ୍ୟାଦି ଅଞ୍ଚଳ ଗସ୍ତ କରି ଲୁମ୍ବାନୀ ଦେଇ ଉତ୍ତରପ୍ରଦେଶର ବାରାଣାସୀ ପଟରୁ ଗତକାଲି ସଫଳତାର ସହ ସୁବର୍ଣ୍ଣପୁରକୁ ପ୍ରତ୍ୟାବର୍ତ୍ତନ
Read More...

ନୂଆଗାଁ ଓ ଯାକେଡ଼ା ପଞ୍ଚାୟତରେ ବିକଶିତ ଭାରତ ରଥ

ନୂଆଗାଁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନା ଯାହା ଲୋକଙ୍କ ଆଗକୁ ଆସି ପାରୁ ନାହିଁ ବା ସାଧାରଣ ଲୋକ ସେ ସମସ୍ତ ଯୋଜନାକୁ ଜାଣି ପାରୁନାହାନ୍ତି, ଯାହା ଜଣେ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ତାହା ଉପରେ ଅଧିକ ସୂଚନା ପାଇଁ ଏବେ ଗାଁ ଗାଁରେ ବୁଲୁଚି "
Read More...

ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଦୁଇ ଦିନିଆ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ଦ୍ୱାରା କଲେଜରେ ଆୟୋଜିତ ହେଉଥିବା ନୂଆଁ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ସରୋଜ କୁମାର ପଣ୍ଡା, ଅଧସ୍ତନ ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ନିର୍ଦ୍ଦେଶକ, ଜୟପୁର ପ୍ରଫେସର
Read More...

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା…

ପୁରୀ : ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଯଜମାନ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍‌ଯାପକ ପ୍ରସ୍ତୁତି କରାଯାଉଛି । ଦେଶ ବିଦେଶରେ ରହିଥିବା ଜଗନ୍ନାଥ
Read More...

ଯାଦବ ସଚେତନତା ରଥ ଶୁଭାରମ୍ଭ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତର କୁର୍ଲୁପାଲି ସ୍ଥିତ ମା' ସମଲେଶ୍ୱରୀଙ୍କ ପୀଠଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ଆୟୋଜନରେ ଯାଦବ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏହି ରଥ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୨୫ ଗୋଟି ଗ୍ରାମ
Read More...

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓ ନବୀନ ଓଡ଼ିଶା’ ସାଂସ୍କୃତିକ ପ୍ରତିଯୋଗିତା

ବାଲିଗୁଡା : ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଖୋସ୍ଲା, ଅଧ୍ୟକ୍ଷ
Read More...

ଦଶପଲ୍ଲାକୁ ରେଳ ଚଳାଚଳ ଦାବିରେ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଦଶପଲ୍ଲା : ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ଦାବୀ ଜୋର ଧରିଲା । ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି । ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ
Read More...

ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ନେଇ ମିଲେଟସ୍‌ ପ୍ରୋତ୍ସାହନ କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି : ଆଜି ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ମିଲେଟସ ପ୍ରୋତ୍ସାହନ ଓ ପଞ୍ଚାୟତ ରାଜ ସଂସ୍ଥାନର ଜନପ୍ରତିନିଧିଙ୍କ ମାଧ୍ୟମରେ ମିଲେଟସ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଅଧିକରୁ ଅଧିକ ମିଲେଟସ ଚାଷ କରିବା ସହ ନିତିଦିନ
Read More...