ପୁଣି ଅଲୋଡା ହେଲା ଶିଶୁ କନ୍ୟା : ବୁଦାମୂଳରୁ ଉଦ୍ଧାର
ସୁବର୍ଣ୍ଣପୁର : ଆଜି ପାହାନ୍ତିଆର ପ୍ରାୟ ସାଢେ ପାଂଚଟା ସମୟରେ ନବଜନ୍ମିତ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସହରର ଲଲୁ ପଡିଆ ନିକଟରେ ଏକ ବୁଦାମୂଳେ ଶିଶୁକନ୍ୟାଟି ପଡିଥିବା ବେଳେ ସ୍ଥାନୀୟ ଜଣେ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଶିଶୁ କନ୍ୟାକୁ ଜିଲ୍ଲା ଚିକିତ୍ସାଳୟର!-->…
Read More...
Read More...