Yearly Archives

2023

ଖବର ପ୍ରକାଶ ପରେ ଝରାପଡାରେ ପହଞ୍ଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର : ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚିଥିଲେ ।
Read More...

ଶାଗୁଆନ କାଠ ସହ ଯନ୍ତ୍ରପାତି ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ସିଲେଟପାଣି ଗ୍ରାମର କାଠ କାରବାର ସ୍ଥଳୀ ଉପରେ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗର ମିଳିତ ଚଢାଉ କରିଥିଲେ । ଏହି ଚଢାଉ ବେଳେ ବ୍ୟାପକ କାଠ ଜବତ୍‌ ହୋଇଥିବା ବେଳେ ଅନେକ ବିଦ୍ୟୁତ ଚାଳିତ ଯନ୍ତ୍ରପାତି ଜବତ ହୋଇଅଛି । ସିଲେଟପାଣି
Read More...

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି

ପୁରୀ : ପୁରୀ ବାସିନ୍ଦାଙ୍କ ବହୁ ଦାବି ପରେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀ ମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି । କେବଳ ପୁରୀ ବାସି ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବା ନେଇ ବ୍ୟବସ୍ଥା ହୋଇଚି । ତେବେ ପଶ୍ଚିମ ଦ୍ୱାର ଖୋଲିଥିଲେ ମଧ୍ୟ ପୁରୀ ବାସିନ୍ଦାଙ୍କ ମଧ୍ୟ ରେ ଅସନ୍ତୋଷ
Read More...

ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପା ନିଜ ୧୩ ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ଏକ ନିନ୍ଦନୀୟ ଘଟଣା ସାମନା ଆସିଛି । ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁର ଗଜାନନ୍ଦ ମାଝୀ ଓ ତାର
Read More...

କୁକୁର କାମୁଡ଼ାରେ ୪ ଆହତ

ଘୁ ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ କୁକୁର ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କୁକୁର କାମୁଡ଼ାରେ ଛୋଟ ଛୁଆ ସମେତ ୩ ଜଣ ବୟସ୍କ ଆଘାତ ହୋଇଥିବା ଶୁଣିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧ ନମ୍ୱର୍‌ ୱାର୍ଡ ପଦାସାହି ଅଞ୍ଚଳର ସବିତା ପ୍ରଧାନ (୪୫ ) ବାହାରେ
Read More...

ମାଂସ ଦୋକାନ ଉପରେ ଚଢ଼ାଉ, ଫୁଡ଼ ଲାଇସେନ୍ସ ଯାଞ୍ଚ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ବିଭିନ୍ନ ମାଂସ ଦୋକାନ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ଯେଉଁ ମାନେ ଆବର୍ଜନା ପରିଚାଳନା ନିୟମ ଅବମାନନା କରିଛନ୍ତି କିମ୍ବା ଯେଉଁ ମାନଙ୍କର ଫୁଡ଼ ଲାଇସେନ୍ସ
Read More...

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପରିସରରେ ନାଗସାପ

ଚମ୍ପୁଆ : ବର୍ତ୍ତମାନ ବର୍ଷା ଋତୁରେ ସାପର ପାଦ୍ରୁର୍ଭାବ ବଢିଯାଇଥିଲାବେଳେ ଚମ୍ପୁଆ ବ୍ଳକ ଅନ୍ତର୍ଗତ ନିଶ୍ଚିନ୍ତପୁର କୋଚିଂ ସେଣ୍ଟରରେ ଦୁଇଦିନ ପୂର୍ବରୁ ବିଷାକ୍ତ ସାପ କାମୁଡାରେ ୩ ନିରୀହ ଶିଶୁ ଜୀବନ ହାନି ଘଟିବା ସହ ଜଣେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ରହିଥିବାବେଳେ ଶିକ୍ଷାନୁଷ୍ଠାନର
Read More...

ବଜ୍ରପାତ ନେଲା ଜୀବନ

ଦଶପଲ୍ଲା: ଦଶପଲ୍ଲାରେ ବଜ୍ରପାତ ହୋଇଛି । ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ଦଶପଲ୍ଲା ଉତ୍ତରକବାଟ ସାହିର ପବିତ୍ର କୁମାର ସିଠ ବୋଲି ଜଣାପଡିଛି । ପବିତ୍ର ମହାବୀର ଖୋଲରୁ ଭୋଗ ଥାଳି ଧରି ଘରକୁ ଫେରୁଥିବା ବେଳେ ରେଲୱେ ନିକଟରେ ହଠାତ ବଜ୍ରପାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ
Read More...

ବିଧାୟକଙ୍କ ଦ୍ୱାରା ସେଲଫି ପଏଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର: ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପହ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିନିକା ଏନଏ ସି ମୁଖ୍ୟ ଗେଟଠାରେ ୧୯ଲକ୍ଷ ୮୧ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା "ମୋର ବିନିକା ମତେ ସୁନ୍ଦର’ ସେଲଫି ପଏଣ୍ଟକୁ ଉଦଘାଟନ
Read More...

ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଦୁଇ ଅଟକ

ଆଠଗଡ଼ : ଆଠଗଡ଼ ଥାନା ଛତାବର ଛକ ନିକଟରୁ ଜଣେ ଯୁବତୀଙ୍କୁ ସୋମବାର ସନ୍ଧ୍ୟାରେ ଏକ କାର ଯୋଗେ ଅପହରଣ କରିନେଉଥୁଲେ ଯୁବକ । ସୂଚନା ପାଇ ମାଡ଼ି କାରର ପିଛାକରି ମାଡ଼ିବସିଲା ଆଠଗଡ ଥାନା ପୋଲିସ। ଯୁବତୀଙ୍କୁ କାରରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏକ ତରଫା ପ୍ରେମ
Read More...