ବଜ୍ରାଘାତରେ ୧ ମୃତ ୧ ଆହତ
ଚମ୍ପୁଆ,୨୪/୭: ଚମ୍ପୁଆ ବ୍ଲକ ଭୂଇଁପୁର ଗ୍ରାମର ଶଶୀଭୂଷଣ ନାଏକ (୬୧) ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି ।ଅନ୍ୟ ଜଣେ ରାଜେଶ କୁମାର ମହାନ୍ତ(୨୬) ବଜ୍ରାଘାତର ପ୍ରଭାବରେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସେମାନେ ଆଜି ପ୍ରାୟ ଦିନ ଦି ପ୍ରହର ବେଳା ଏକ ପାୱାର ଟ୍ରିଲର ଯୋଗେ ବିଲରେ ହଳ!-->…
Read More...
Read More...