Yearly Archives

2023

ଗ୍ରାମୀଣ ଡାକ ସେବକ ସଙ୍ଘର ଧାରଣା

ହରଭଙ୍ଗା : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ସର୍ବଭାରତୀୟ ମିଳିତ କ୍ରିୟାନୁଷ୍ଠାନିକ କମିଟିର ନିଷ୍ପତ୍ତି କ୍ରମେ ଡିସେମ୍ବର ୧୨ତାରିଖରୁ ୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ ସେନେଇ ହରଭଙ୍ଗା ବ୍ଳକର ହରଭଙ୍ଗା
Read More...

ବଡ଼ମ୍ବାରେ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ଉଦଘାଟନ

ଆଠଗଡ: ବଡମ୍ବା ଗାନ୍ଧିଛକ ଠାରେ ଘରୋଇ ବସ ମାଲିକ ସଙ୍ଘର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ସଙ୍ଘ ସଭାପତି ସ୍ୱପ୍ନେଶ୍ୱର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଉଦଘାଟକ ରୂପେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜ
Read More...

ଡ. ଆଶୁତୋଷ ମହାନ୍ତି ପାଇଲେ ମହୋଦଧି ସମ୍ମାନ

ରୀ : ପୁରୀ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ ଦି ବେଲ୍‌ ତରଫରୁ ପାଳିତ ହୋଇଛି ମହୋଦଧି ଦିବସ ।ମହୋଦଧି ତଥା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ସ୍ୱଚ୍ଛତା ଓ ସାମୁଦ୍ରିକ ଜୀବମାନଙ୍କ ସୁରକ୍ଷା ପାଇଁ ସଚେତନତା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୨ ତାରିଖ କୁ ମହୋଦଧି ଦିବସ ରୂପେ
Read More...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହେଲେ ଛାତ୍ରୀ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ

ନୂଆଗାଁ : ନୟାଗଡ଼ର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ ସେ ଜିଲ୍ଲା
Read More...

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ, ରାଜ୍ୟସ୍ତରୀୟ ୫ଗୋଟି ସଟଥିମ ମନୋନୀତ….

ହରଭଙ୍ଗା,୧୩/୧୨:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାଂପୋଚ ସରକାରୀ ଉନ୍ନୀତ ଉଚ୍ଚ଼ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି । ଉକ୍ତ ଉଦଯାପିତ ଦିବସ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ଜିଲ୍ଲା
Read More...

ବାଲିଗୁଡ଼ା ବନଖଣ୍ଡରେ ବନାଗ୍ନି ନିରାକରଣ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବନାଗ୍ନି ନିରାକରଣ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ପ୍ରତିବର୍ଷ ଭଳି କନ୍ଧମାଳ ଜିଲ୍ଲା
Read More...

ସରସ୍ୱତୀ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ବିଦ୍ୟାଭରତୀ ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ସରସ୍ୱତୀ ଶିଶୁ ମନ୍ଦିରର ଫୁଲବାଣୀ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଦ୍ୟୁମ୍ନ ବିଶିଙ୍କ
Read More...

ଦେବ ଦୀପାବଳୀରେ ଦୀପମୟ ଶ୍ରୀକ୍ଷେତ୍ର

ପୁରୀ :ପବିତ୍ର ଦେବ ଦୀପାବଳୀ ଅବସରରେ ଦୀପମୟ ହୋଇଛି ଶ୍ରୀକ୍ଷେତ୍ର । ବିଶ୍ୱର କଲ୍ୟାଣ ସହ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି ପାଇଁ ଛତିଶା ନିଯୋଗ ସଦସ୍ୟ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଓଡ଼ିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍‌ ପକ୍ଷରୁ ମହାପ୍ରଭୁଙ୍କ
Read More...

ଦାରିଙ୍ଗବାଡ଼ିରେ ଭୀମଭୋଇ ସାମର୍ଥ୍ୟ ଶିବିର

ଦାରିଙ୍ଗବାଡି : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଦାରିଙ୍ଗବାଡ଼ି ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୩୪ ଜଣ ଭିନ୍ନକ୍ଷମ ନାମ
Read More...

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ପୁରୀ : କୃଷି ଓ କୃଷକର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ସରକାର ବଜେଟରେ ସର୍ବାଧିକ ଆର୍ଥିକ ବ୍ୟବସ୍ଥା କୃଷି ପାଇଁ କରିଛନ୍ତି । ଏହାର ଭରପୁର ସୁବିଧା କୃଷକ ବନ୍ଧୁ ମାନଙ୍କ ନିକଟରେ ପହଞ୍ଚାଇବାକୁ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ କ୍ରୀଡା ମନ୍ତ୍ରୀ
Read More...