Yearly Archives

2023

ଚାହା ଦୋକାନରୁ ଚୋରି

ଗଞ୍ଜାମ: ପୁରୁଷୋତ୍ତମପୁର ଏନଏସିର ରଥ ସାହି ଛକରେ ପୁଣି ଚୋରମାନେ ସକ୍ରିୟ ହୋଇଛନ୍ତି । ଯାହା ଫଳରେ ଗତକାଲି ରାତ୍ର ୯:୩୦ମିନଟରେ ଲୋକନାଥ ବେହେରା ଚାହା ଦୋକାନର ତାଲା ଭାଙ୍ଗି ଡ୍ରରେ ଥିବା ଏକ ହଜାର ଟଙ୍କା ସହିତ ଏକ ମୋବାଇଲ ସହ କିଛି ସମାନ ଚୋରି ହୋଇଥିବା ଜଣାପଡିଛି ।ଲୋକନାଥ ପୂର୍ବଦିନ
Read More...

ମୁକୁଳା ପଡିଛି ଟ୍ରାନ୍ସଫର୍ମର, ବିଦ୍ୟୁତ୍‌ ଆଘାତରେ ବଳଦ ମୃତ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତଜାମୁସାହି ହାଇସ୍କୁଲ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଲାଗି ଗତକାଲି ସଂଧ୍ୟାରେ ଏକ ବଳଦର ମୃତ୍ୟୁ ଘଟିଛି । ବଳଦ ମୃତ୍ୟୁ ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଅବଗତ କରିଥିଲେ ମଧ୍ୟ ବିଦ୍ୟୁତ୍‌ କର୍ମଚାରୀ ମାନେ
Read More...

ଘର ଆଗରୁ ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଚୋରି

ବାଲିଗୁଡ଼ା : ଘର ଆଗରୁ ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତର ଆଦିବାସୀ ଗ୍ରାମରେ ଘଟିଛି ଏଭଳି ଘଟଣା । ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ଆଗରେ ଥିବା ତାଙ୍କ ବୋଲେରୋ ପିକ୍‌ଅପ୍‌କୁ ଗତକାଲି ରାତିରେ କେହି
Read More...

ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ୨ ଗୁରୁତର

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରାରେ ଗତ ରାତି ପ୍ରାୟ ୧୦ଟା ୪୦ରେ ବୋମାମାଡ଼ ହୋଇଛି । ଏଥିରେ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଟାକରା ଅଞ୍ଚଳର ଶ୍ରୀନିବାସ
Read More...

ଅଜଣା ଗାଡ଼ି ଧକ୍କାରେ ୫ ମଈଁଷି ମୃତ

ବାଲିଗୁଡ଼ା: ରାଜ ରାସ୍ତାରେ ଗାଈଗୋରୁ ଶୋଇବା ଏବଂ ଚଳପ୍ରଚଳ କାରଣରୁ ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ଗାଈଗୋରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଗତ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ. ଜାତୀୟ
Read More...

କେଡିଏମଏଫର ଦ୍ୱି ବାର୍ଷିକ ନିର୍ବାଚନ:ସନ୍ତୋଷ ସଭାପତି, ଆଦିତ୍ୟ ସମ୍ପାଦକ ମନୋନୀତ

ଫୁଲବାଣୀ :ପଞ୍ଜୀକୃତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ପୂର୍ବତନ ସଭାପତି ସୁନୀଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ
Read More...

ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଚଢାଉ, ୭୪ଜଣଙ୍କ କଟିଲା ଚାଲାଣ

ପୁରୀ : ପରିବହନ କମିଶନର ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧ୍ୟକ୍ଷ କନୱର ଭିସାଲ ସିଂଙ୍କ ତତ୍ତ୍ୱାବଧାନରେ ପୁରୀ ଆଂଚଳିକ ପରିବହନ ଅଧିକାରୀ ଓ ତାଙ୍କ ସହକର୍ମୀଙ୍କ ଦ୍ୱାରା ପୁରୀ ଜିଲ୍ଲାର ଗୋପ, ଚାରିଛକ ଏବଂ ସମୁଦ୍ର କୁଳ ଥାନା ଅଂଚଳରେ ଏକ ସ୍ୱତନ୍ତ୍ର
Read More...

ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ: ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଛାନଭିନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମକୁନ୍ଦପୁର ସେବାଶ୍ରମ ଛାତ୍ରୀ ନିବାସ ନିର୍ମାଣ କାମ ନିମ୍ନମାନର କରାଯିବା ସହ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା କାର୍ଯ୍ୟାଳୟ (ଏସସି-ଏସଟି ଉନ୍ନୟନ ବିଭାଗ ) ଚିଠି ସଂଖ୍ୟା ୧୧୧୧/୦୫/୦୭ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ
Read More...

ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗ ଆଜି ପୁଣି ଏକ ଗଂଜେଇ ବୋଝେଇ ଗାଡି ସହିତ ତିନିଜଣ ଗଂଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ପାହାନ୍ତିଆରୁ ବୌଦ୍ଧ ଜିଲ୍ଲାର ଶଗଡା ଅଂଚଳରୁ ଏକ ଗଂଜେଇ ବୋଝେଇ ମହିନ୍ଦ୍ରା ଗାଡି ସୁବର୍ଣ୍ଣପୁର ସହର ପାର ହୋଇ ବିନିକା ରାସ୍ତାରେ ଯାଉଥିବା ବେଳେ
Read More...

ଅଫିସ୍‌ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଶିକ୍ଷୟିତ୍ରୀ ଓ ସିଆରସିସି ଆହତ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ତାଳଦା ପଂଚାୟତ ପଢ଼ିଆରୀ ନୋଡାଲ ବିଦ୍ୟାପୀଠରେ ଅଘଟଣ । ଅଫିସ୍‌ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ମୁଣ୍ଡ ଫାଟି ଆହତ ହୋଇଛନ୍ତି । ଆହତ ଶିକ୍ଷୟିତ୍ରୀ ହେଲେ ପ୍ରିୟଦର୍ଶିନୀ ସେନାପତି ଓ ସିଆରସିସି ତ୍ରିଲୋଚନ ବେହେରା
Read More...