Yearly Archives

2023

ଭୂସ୍ଖଳନ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା

ବାଲିଗୁଡ଼ା :ଆସନ୍ତା ୫ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇବା ସହିତ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହେବା ନେଇ ସତର୍କତା କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ
Read More...

ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୨୦/୭:- ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବାବା ବୈଦ୍ୟନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରସରା ଠାରେ ନାବାଳକଙ୍କ ପାଇଁ ନ୍ୟାୟ, ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ସରକାରଙ୍କ ଦ୍ୱାରା ୬ ରୁ ୧୪ ବର୍ଷ ବୟସ ଶିଶୁମାନଙ୍କ ପାଇଁ ହୋଇଥିବା ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା
Read More...

ମୋ ଡାଏରୀ ଓ ଷ୍ଟୁଡେଣ୍ଟ୍‌ ନୋଟ୍‌ ବୁକ୍‌ ବିତରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆଜି ମୋ ଡାଏରୀ ୨୦୨୩ -୨୪ ନିମନ୍ତେ ଷ୍ଟୁଡେଣ୍ଟ୍‌ ନୋଟ୍‌ ବୁକ୍‌, ମୋ ପ୍ରୋଜେକ୍ଟ ନୋଟ୍‌ ବୁକ୍‌ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ସମସ୍ତ ୮୮୦ ଗୋଟି ସରକାରୀ ବିଦ୍ୟାଳୟରେ ସମସ୍ତ
Read More...

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରୁ ସିସି କ୍ୟାମେରା ଗାଏବ, ଜଣେ ଅଟକ

ହରଭଙ୍ଗା: ମହାନଦୀ ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଦିନକୁ ଦିନ ଶିକାରୀଙ୍କ ବଢ଼ୁଛି ଦ୍ରୌରାତ୍ମ୍ୟ । ଏପଟେ ଟେର ପାଉ ନାହିଁ ବନ ବିଭାଗ । ଫଳରେ ଅସୁରକ୍ଷିତ ବନ୍ୟପ୍ରାଣୀ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ କୁସଙ୍ଗ ରେଞ୍ଜ ସିମିଗୁଡା ବିଟ ଅଭୟାରଣ୍ୟ ଭିତରେ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ବିଭାଗ
Read More...

ଜୋର ଧରୁଛି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ ଏବେ ଦିନକୁଦିନ ତେଜିବାରେ ଲାଗିଛି । ଗତକାଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଆଜି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ପୁରୀବାସୀଙ୍କ ପାଇଁ ଚାରିଦୁଆର ଯଥାଶୀଘ୍ର ଖୋଲିବା
Read More...

ଜୈନ ଗୁରୁଙ୍କ ହତ୍ୟା ପ୍ରତିବାଦରେ ଜୈନ ସମାଜର ନୀରବ ଶୋଭାଯାତ୍ରା

ନବରଙ୍ଗପୁର: କର୍ଣ୍ଣାଟକର ବେଲଗାବିର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ ୪ ତାରିଖରେ ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ ୧୦୮ କାମ କୁମାର ନନ୍ଦୀଜୀଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ନବରଙ୍ଗପୁରଠାରେ ଜୈନ ସମାଜ ପକ୍ଷରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନୀୟ
Read More...

ଦଶପଲ୍ଲାରେ ୫-ଟି ସଚିବ ପାଣ୍ଡିଆନ୍‌

ଦଶପଲ୍ଲା : ଦଶପଲ୍ଲାରେ ପହଞ୍ଚିଲେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ । ଆଜି ଦିବା ୧୧ଟା ୪୫ ରେ ହ୍ୟାଲିକ୍ୟାପ୍ଟର୍‌ ଯୋଗେ ଦଶପଲ୍ଲାର ନେତାଜୀ ମଇଦାନରେ ଅବତରଣ କରି ସାଧାରଣ ଜନତାଙ୍କ ସହିତ କରମର୍ଦ୍ଦନ କରିବା ପରେ ମିଶନ ଶକ୍ତି ମହିଳା ମାନେ ଫୁଲମାଳ, ଫୁଲତୋଡା ଦେବା ସଂଗେ ସଂଗେ ଶୁଭ ଶଂଖନାଦ ଓ
Read More...

ନିଜ ଖର୍ଚ୍ଚରେ ପକ୍କା ରାସ୍ତା ତିଆରି କଲେ ସାହିବାସିନ୍ଦା

ଗଞ୍ଜାମ: ପୁରୁଷୋତ୍ତମପୁର ସହର ବ୍ଳକ ପଛପଟ ରାଣୀଙ୍ଗା ରାସ୍ତାର ଇଣ୍ଡୋର ଷ୍ଟାଡିୟମ ସମ୍ମୁଖ ରାମକୃଷ୍ଣ ନଗର ନିକଟସ୍ଥ ଗୋପ ପୋଖରୀକୁ ଲାଗି ରହିଥିବା ରାସ୍ତାର ଅବସ୍ଥା କହିଲେ ନସରେ । ଟିକେ ବର୍ଷା ହେଲେ କାଦୁଅ ପଚପଚ କରୁଛି । ଏହି ରାସ୍ତାରେ ବାଇକ୍‌ ଦ୍ୱାରା ଯାଇ କେତେକ ଲୋକ ପୋଖରୀ ଭିତରକୁ
Read More...

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା
Read More...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ ସୁଲତା ଦେଓ

ଭୁବନେଶ୍ବର: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଲା ନୂଆ ଦାୟିତ୍ବ । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ । ବିଜେଡିର ରାଜ୍ୟସଭା ସାଂସଦ ଅଛନ୍ତି ସୁଲତା ଦେଓ । ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ସୁଲତା ନିଯୁକ୍ତ ହୋଇଛନ୍ତି ।
Read More...