ମମତା ଏଚଆଇଏମସି ପ୍ରଜେକ୍ଟ ଜାଗୃତି ତରଫରୁ ଅକ୍ଷରା କାର୍ଯ୍ୟକ୍ରମ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଘଓଗୁର୍ଲି,କାନୁଟ ଓ ନୁନହାଡ ହାଇସ୍କୁଲରେ ମମତା ଏଚଆଇଏମସି ଜାଗୃତି ଅନୁଷ୍ଠାନ ପକ୍ଷରୁ ଅକ୍ଷରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରାମ ଦ୍ୱାରା ନାରୀ ଶିକ୍ଷା ଓ ବାଲ୍ୟ ବିବାହ ଉପରେ ସଚେତନ କରାଯାଇଥିଲା । ଏଥିରେ ସ୍କୁଲ!-->…
Read More...
Read More...