ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ
ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଉଭୟ ମୋକିମ୍ ଓ ବିଶ୍ବାଳଙ୍କୁ ନିଲମ୍ବନ କରିଛି। ଓଡ଼ିଶା କଂଗ୍ରେସର ଦୁଇ ବରିଷ୍ଠ!-->…
Read More...
Read More...