ବିଜୁସେତୁ ଯୋଜନାର ଉପଦେଷ୍ଟାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ, ଜିଲ୍ଲାର ସମସ୍ତ ବିଜୁ ସେତୁକୁ କରିବେ ସମୀକ୍ଷା
ହରଭଙ୍ଗା : ଓଡିଶା ସରକାରଙ୍କ ବିଜୁ ସେତୁ ଯୋଜନାର ଉପଦେଷ୍ଟା ଶରତ ଚନ୍ଦ୍ର ପାତ୍ରଙ୍କ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ପ୍ରଥମେ ହରଭଙ୍ଗା ବ୍ଲକର ନିର୍ମାଣ ଥିବା ବିଜୁ ସେତୁ ଗୁଡିକ ପରିଦର୍ଶନ କରିଥିଲେ । ଏହି ଅବସରରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସରିଥିବା ଯାଜପୁର!-->…
Read More...
Read More...