କରଡ଼ି-ବୀରନରସିଂହପୁର ନିର୍ମାଣାଧୀନ ଆରଡି ରାସ୍ତା ଶୋଚନୀୟ,ରାସ୍ତା କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ
ହରଭଙ୍ଗା : ୬ଖଣ୍ଡ ମୌଜା ବାସୀଙ୍କ ସମେତ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କୁ ପ୍ରତିବନ୍ଧକ ହେଉଛି ନିର୍ମାଣଧୀନ ଥିବା ବୀରନରସିଂହପୁର-କରଡ଼ି ଆରଡି ରାସ୍ତା । ନିର୍ମାଣାଧୀନନ ରାସ୍ତା, ପୋଲ ଆଦି ବର୍ଷା ପୂର୍ବରୁ କାର୍ଯ୍ୟ ନ ସାରିବା ଏବଂ ବାଇପାସ ରାସ୍ତା ସଠିକ ଢଙ୍ଗରେ ତିଆରି ହୋଇନଥିବା ଯୋଗୁଁ!-->…
Read More...
Read More...