୨କେଜି କୁଟୁରା ଓ ଝିଙ୍କ ମାଂସ ଜବତ, ଦୁଇ ଅଭିଯୁକ୍ତ ଗିରଫ
ଦଶପଲ୍ଲା : ବନ୍ୟପ୍ରାଣୀ ବିଭାଗର ଚଢ଼ାଉ । ୨କେଜି କୁଟୁରା ଓ ଝିଙ୍କ ମାଂସ ଜବତ । ଦୁଇ ଅଭିଯୁକ୍ତ ଗିରଫ । ବାଇକ ଯୋଗେ ଜଙ୍ଗଲୀ ମାଂସ ନେଇ ଯାଉଥିବା ବେଳେ ମାଡି ବସିଲା ବନ୍ୟପ୍ରାଣୀ ବିଭାଗ । ଗିରଫ ଅଭିଯୁକ୍ତ ମାନେ ଦଶପଲ୍ଲା ବ୍ଲକ ଲୋଧାପଙ୍କା ଗ୍ରାମର ରତ୍ନାକର ଦଳବେହେରା ଓ ଅକ୍ରୁର ନାୟକ!-->…
Read More...
Read More...