ଟ୍ରେନ୍ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ
କେନ୍ଦୁଝର: ଟ୍ରେନ୍ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ଘଟିଛି ଏ ଦୁର୍ଘଟଣା। ଗତକାଲି ବିଳମ୍ବିତ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି। ଏକ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ମାଲବାହୀ!-->…
Read More...
Read More...