Yearly Archives

2023

ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ

ଧର୍ମଗଡ: ଧର୍ମଗଡ ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଆଜି ଧର୍ମଗଡ ବିଧାୟକ ମୌଷଧୀ ବାଗଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୧୯୯୨ ମସିହାରେ ସ୍ଥାପିତ ଅଞ୍ଚଳର ସର୍ବ ପୁରାତନ ମହିଳା ମହାବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିଲା । ବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗରେ ପ୍ରଥମ ବର୍ଷ ଓ
Read More...

୪ଟି କେନ୍ଦ୍ରରେ ଓଏସଏସସି ପରୀକ୍ଷା ଅନୁଷ୍ଠିତ

ଘୁ.ଉଦୟଗିରି: ସାରା ରାଜ୍ୟରେ ଖାଲିଥିବା ଜୁନିଅର୍‌ ଆସିଷ୍ଟାଣ୍ଟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ପୂରଣ ନିମନ୍ତେ ଆଜି ଓଡ଼ିଶା ସବ ଅଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ଲିଖିତ ପରୀକ୍ଷା ଆଜି ସାରା ରାଜ୍ୟର ବିଭିନ୍ନ ସ୍କୁଲ କଲେଜ୍‌ ଠାରେ ଆୟୋଜିତ ହୋଇଥିବା ବେଳେ
Read More...

ଖବର ପ୍ରସାରଣ ପରେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତର ନାଳ ନର୍ଦ୍ଦମା ସଫେଇ କାମ ଆରମ୍ଭ

ନନ୍ଦାହାଣ୍ଡି : ସ୍ୱଚ୍ଛତା ବିନା ସୁସ୍ଥ ଜୀବନ ଅସମ୍ଭବ, ତେଣୁ ଗାଁ ପରିମଳ ସଫାସୁତୁରା ଅନିବାର୍ଯ୍ୟ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦେଶର ସମସ୍ତ ରାଜ୍ୟ, ଜିଲ୍ଲା ବ୍ଲକ ଓ ପଞ୍ଚାୟତରେ ଚାଲିଛି । ହେଲେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ ବିଗତ ଦୁଇ ତିନି
Read More...

ରଥ ଉପରେ ଅଣସେବାୟତଙ୍କ ଭିଡିଓ କରିବା ପ୍ରସଂଗ, ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ : ରଥ ଉପରେ ଅଣସେବାୟତ ଚଢି ଭିଡ଼ିଓ ଓ ରିଲସ କରି ସୋସିଆଲ ମିଡ଼ିଆରେ ଛାଡି ଭାଇରାଲ କରିବା ନେଇ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା । ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀ ମାନଙ୍କୁ ଏକ
Read More...

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ

ଫୁଲବାଣୀ : ଆଜି ବିଶ୍ୱ ତାପନ ଏତେ ମାତ୍ରାରେ ଆମ ପରିବେଶକୁ ପ୍ରଭାବିତ କରିଛି ଯେ ଆଉ କିଛି ବର୍ଷ ପରେ ଅସ୍ୱାବାଭିକ ଜଳବାୟୁ ସହ ଜୀବନ ବଂଚିବା ପାଇଁ ଅସମ୍ଭବ ହୋଇ ପଡିବ । ବ୍ୟାପକ ପରିମାଣର ବୃକ୍ଷ ଛେଦନ ତାର ପ୍ରଥମ କାରଣ ହୋଇଥିବାରୁ ଏବେ ସମୟ ଆସିଛି ସମସ୍ତେ ବହୁ ପରିମାଣରେ ସବୁଜ ବଳୟ
Read More...

ସୀମା ଟପିଲା ଚୋରା ନିଶା ବେପାରୀର ଉତ୍ପାତ, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

ଦଶପଲ୍ଲା : ସୀମା ଟପିଲା ଚୋରା ନିଶା ବେପାରୀର ଉତ୍ପାତ, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ । ଘଟଣା ଘଟିଛି ଖଣ୍ଡପଡା ଥାନା ପୁଆଣିଆ ଗ୍ରାମରେ । ପୁଆଣିଆ ଗ୍ରାମର କୁନା ବେହେରା ନାମକ ବ୍ୟକ୍ତି ଚୋରା ନିଶା କାରବାର କରିବା ସହ ଗାଁ ରେ ଦାଦାଗିରି କରୁଥୁବା ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ
Read More...

ଗୁରୁ ଡ. ପିତାମ୍ବର ବିଶ୍ୱାଳ ଓ ନୃସିଂହ ଚରଣ ପଟ୍ଟନାୟକଙ୍କୁ ‘ବିମୁଗ୍ଧା’ ସମ୍ମାନ

ପାରଳାଖେମୁଣ୍ଡି : ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ “ପଦାମୃତ ନୃତ୍ୟାୟନ'' ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ତୃତୀୟ ''ବିମୁଗ୍ଧା''-୨୦୨୩ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ , ମର୍ଦ୍ଦଳ ଗୁରୁଶ୍ରୀ ଧନେଶ୍ୱର ସ୍ୱାଇଁ , ଗୁରୁ ସୁତପା
Read More...

ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମଡିଆର କାର୍ଯ୍ୟକାରୀ ସଦସ୍ଯ ହେଲେ ଯୁବ ନେତା ସର୍ଜନ ପାଣ୍ଡେ

ସୁବର୍ଣ୍ଣପୁର : ରାଷ୍ଟ୍ରୀୟ ଯୁବ କଂଗ୍ରେସ ଶ୍ରୀନିବାସ ବିଭିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ର ସୋସିଆଲ ମଡିଆ କର୍ମକର୍ତ୍ତା ମନୋନୀତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସର ସର୍ଜନ କୁମାର ପାଣ୍ଡେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମଡିଆର କାର୍ଯ୍ୟକାରୀ
Read More...

ବୌଦ୍ଧରେ ଲୋକସଙ୍ଗୀତ ଓ ନୃତ୍ୟ ଉତ୍ସବ ଦେଶଜ କାର୍ଯ୍ୟକ୍ରମ ଉଦଘାଟିତ

ବୌଦ୍ଧ,୯/୭: ସ୍ଥାନୀୟ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ବୌଦ୍ଧ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗୀତ ଓ ନୃତ୍ୟ ଉତ୍ସବ ଦେଶଜ ମହାସମାରୋହରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି
Read More...