ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳରେ ବନ ମହୋତ୍ସବ ପାଳିତ
ଦଶପଲ୍ଲା : ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ବୁଗୁଡା ବିଟ୍ ହାଉସ୍ ଅନ୍ତର୍ଗତ ସତ୍ୟମହାବୀର ମନ୍ଦିର ପରିସରରେ ଆଜି ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟ ମହାବୀର ମନ୍ଦିର ପରିସରରେ ବର, ଓସ୍ତ, ପିଆଶାଳ, ନିମ୍ବ,!-->…
Read More...
Read More...