Yearly Archives

2023

ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ, ପୋଲିସକୁ ଦେଖି ମାଫିଆ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍‌ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି
Read More...

ପ୍ରଶାସନିକ ସ୍ତରରେ ଅଦଳବଦଳ,ନୃସିଂହ ଚରଣ ସ୍ବାଇଁ ହେଲେ ବୌଦ୍ଧ ଜିଲ୍ଲାପାଳ

ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସରକାର  ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ କର୍ମଶାଳା

ସୁବର୍ଣ୍ଣପୁର : ଜୁନ ୩୦ ଓ ଜୁଲାଇ ୧ ଦୁଇଦିନ ଧରି ତାମିଲନାଡୁ କୋଡାଇକନଲ ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ ଦକ୍ଷିଣାଞ୍ଚଳ ରାଜ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ
Read More...

ରାଧାନଗରଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ଓ ଭୁବନେଶ୍ୱର ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୁଲ୍ୟରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ର ସଦସ୍ୟ ଯୁବ ସ୍ୱେଚ୍ଛାସେବୀ ତୋଫାନ୍‌
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ
Read More...

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଜି.ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦିବ୍ୟପ୍ରକାଶ ପ୍ରଧାନ(ଓଇଏସ) ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବା ସଙ୍ଗେ ସଙ୍ଗେ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଠା ହୋଇ ସ୍ଥାନୀୟ ବ୍ଲକରେ ଶିକ୍ଷାର ସଫଳ ରୂପାୟନ ନିମନ୍ତେ
Read More...

ବାଇକ ଦୁର୍ଘଟଣାରେ ଜଣେ ଆହତ

ଘୁ.ଉଦୟଗିରି: ଆଜି ଘୁ. ଉଦୟଗିରି ବନ୍ଧ ଛକ ନିକଟରେ ଓଆର୍‌ ୦୭ ଆର୍‌ ୧୭୨୦ ନମ୍ୱର୍‌ ବିଶିଷ୍ଟ ଏକ ବାଇକରେ ତିନିଜଣ ଯୁବକ ଦ୍ରୁତ ଗତିରେ ଲୋକ ଗହଳି ମଧ୍ୟରେ ଗାଡି ଚଳାଉଥିବା ବେଳେ କୌଣସି କାରଣବଶତଃ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଯୁବକ ମାନେ ଦୁର୍ଘଟଣାକୁ
Read More...

ଜନ୍ମ ଦିନ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୮୫ ୟୁନିଟ ରକ୍ତ ସଂଗ୍ରହ

ଜି.ଉଦୟଗିରି: ସ୍ଥାନୀୟ ଏନଏସି ଟାଉନହଲ ଠାରେ ଆଜି ସ୍ୱେଚ୍ଛାସେବୀ ନିତ୍ୟସୁନ୍ଦର ଦାଶ(ସିଲୁ)ଙ୍କ ପ୍ରଚେଷ୍ଟାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୁରୁ ପୂର୍ଣ୍ଣିମା ଏବଂ ନିତ୍ୟସୁନ୍ଦର ଦାଶ ତାଙ୍କ ଜନ୍ମଦିବସକୁ ରକ୍ତଦାନ ଭଳି ମହତ କର୍ମ କରି ସମାଜର ଲୋକଙ୍କୁ
Read More...

ହେରୋଇନ ଜବତ, ଜଣେ ଗିରଫ

ପୁରୀ: ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ତାଳବଣିଆ ଥାନା ଅଧୀନରେ ଥିବା ଭୂଦାନ ଛକ ନିକଟରେ ଥିବା ଇଲେକ୍ଟ୍ରିକାଲ ଗ୍ରିଡ ସବ୍‌ ଷ୍ଟେସନ ଅଂଚଳରେ ଚଢ଼ାଉ କରି ଆସାମୀ ଶ୍ରୀକାନ୍ତ
Read More...

୭୦ ଫୁଟ୍‌ ଖାଇକୁ ଖସିଲା କାର୍‌: ୨ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁର ଜିଲାର କମଳାପୁର ଅଞ୍ଚଳରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ନିୟନ୍ତ୍ରଣ ହରାଇ ୭୦ ଫୁଟ୍‌ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଦୁର୍ଘଟଣା
Read More...