Yearly Archives

2023

ଟିକିରି ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସର ରହଣୀ ମଞ୍ଜୁରୀ

ରାୟଗଡା,୩/୭(ହୀ.ପ୍ର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଟିକିରି ରେଳ ଷ୍ଟେସନରେ ଟ୍ରେନ ସଂଖ୍ୟା ୧୮୦୦୫/୦୬, ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ରହଣୀ ନିମନ୍ତେ ଉତ୍କଳ ଆଲୁମିନା ନେତୃତ୍ୱରେ ଟିକିରି ଅଞ୍ଚଳର ଅଧିବାସୀଙ୍କ ପକ୍ଷରୁ ରହିଥିବା ଦୀର୍ଘଦିନର ଦାବି ରେଳ ମନ୍ତ୍ରଣାଳୟ ଦ୍ୱାରା
Read More...

ବେଆଇନ୍‌ ଗୋରୁ ଚାଲାଣ ଗାଡି ଦୁର୍ଘଟଣାଗ୍ରସ୍ତ

ଦଶପଲ୍ଲା: ଆଜି ଦିବା ୧୨ ଘଟିକା ସମୟେ ଦଶପଲ୍ଲା ଥାନା ଅନ୍ତର୍ଗତ ଓସ୍ତିଆଠାରେ ଗଛରେ ପିଟି ହୋଇ ରାସ୍ତା ତଳକୁ ଓଲଟିଲା ଗୋରୁ ବୋଝେଇ ପିକଅପ ଗାଡି । ଦୁର୍ଘଟଣାରେ ଗାଡି ଡ୍ରାଇଭର ଓ ଗୋରୁ ବେପାରୀ ଆହତ । ଉଭୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ
Read More...

ଯୁବକଙ୍କୁ ଗଳା କାଟି ହତ୍ୟା, ପୋଲିସ୍‌ ପକ୍ଷରୁ ଛାନ୍‌ ଭିନ୍‌ ଜାରି

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ଅଞ୍ଚଳର ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତକ ଜଣକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡମା ଗ୍ରାମର ମହେଶ୍ୱର ମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ
Read More...

ଡ଼ିଏଲଏସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀର ଅଧ୍ୟକ୍ଷ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ବନ ବିଭାଗଙ୍କ ସହଯୋଗରେ ବନ ମହୋତ୍ସବ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବୃକ୍ଷ ହିଁ ଜୀବନ । ବୃକ୍ଷରୋପଣ ଏବଂ
Read More...

୩ ଛୁଆଙ୍କୁ ଧରି କୂଅକୁ ଡେଇଁଲେ ମା’; ଦୁଇ ମୃତ, ଦୁଇ ଗୁରୁତର

ଶେରଗଡ଼: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ଜଣେ ମହିଳା ଚରମ ପଦକ୍ଷେପ ନେଇଛନ୍ତି। ନିଜେ ତାଙ୍କର ୩ ଛୁଆଙ୍କୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା
Read More...

ସଞ୍ଜୟ ରାଉତ କହିଲେ ବଦଳିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଏହି ନେତା ହେବେ ସିଏମ୍‌

ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ପରିବର୍ତ୍ତେ ଖୁବ୍‌ ଶୀଘ୍ର ‘ଏନ୍‌ସିପି’ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ରାଉତ ଆହୁରି ମଧ୍ୟ କହିଛନ୍ତି, ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ ଏବଂ ତାଙ୍କ
Read More...

ବ୍ଲକ ସ୍ତରୀୟ ଗାଁ ସାଥି ସଂଘର ବୈଠକ, ନୂତନ କର୍ମକର୍ତ୍ତା ଚୟନ

ଦାରିଙ୍ଗବାଡ଼ି :ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗି ଇର୍ପି ପାଷ୍ଟର ଆସୋସିଏସନ ସଭା ଗୃହ ଠାରେ ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତର ଗାଁ ସାଥିଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ
Read More...

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା, ୮ ଯାଏ ଚାଲିବ

କଟକ: ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା
Read More...

ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ

ପୁରୀ : ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚଠାରେ ଶ୍ରୀ ଜଗନ୍ନାଥ ନିଳାଦ୍ରୀ ସେବା ଟ୍ରଷ୍ଟ ପକ୍ଷରୁ ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରି କୋଟିଏ ଧେନୁ ଦାନ ସହ ନିର୍ମାଲ୍ୟର ମହିମାକୁ ତୁଳନା କରି ଚାରି
Read More...

ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା, ଭକ୍ତ ଖୁସ୍‌

ପୁରୀ : ସବୁ ଉତ୍କଣ୍ଠାର ଅନ୍ତ ହୋଇଚି । ଶ୍ରୀ ମନ୍ଦିରରୁ ବାହାରିଛି ନିଳାଚଳ ଅବଢ଼ା । ଭକ୍ତ ନିଳାଚଳ ଅବଢ଼ା ପାଇଁ ବେଶ୍‌ ଆନନ୍ଦିତ ହୋଇଛନ୍ତି । ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ମାନେ ଆଜି ବହୁ ସମୟ ଅପେକ୍ଷାରେ ଥିଲେ । ସନ୍ଧ୍ୟା ୫ଟାରେ ନୀଳାଚଳ ଅବଢ଼ା ପାଇଛନ୍ତି ଭକ୍ତ । ନିଜର ବରାଦ
Read More...