Yearly Archives

2023

ଭାରସାମ୍ୟ ହରାଇ ଧକ୍କା ହେଲା ବାଇକ,୨ ମୃତ

ହରଭଙ୍ଗା :ଭାରସାମ୍ୟ ହରାଇ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣା ସ୍ଥଳରେ ୨ଜଣଙ୍କ ଜୀବନ ହାନୀ ହୋଇଥିବା ଜଣାପଡିଛି । ଏମିତି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ତିଳେଶ୍ୱର ଠାରେ । ଘଟଣା ମତେ ପୁରୁଣାକଟକ ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର
Read More...

ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା

ପୁରୀ : ମାନବ ସେବା ହିଁ ମାଧବ ସେବା । ଚଳିତ ରଥଯାତ୍ରାରେ ବିଭିନ୍ନ ସେବାରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ଅତି ସୁନ୍ଦର ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ । ଆଜି ଅପରାହ୍ନରେ ୟୁଥ ହଷ୍ଟେଲ ପରିସରରେ ଜଗନ୍ନାଥ
Read More...

ଭୀଷ୍ମଗିରିରେ ବନ ମହୋତ୍ସବ

ପାରଳାଖେମୁଣ୍ଡି : ଭୀଷ୍ମଗିରି ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ ତମ ବନମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ପରିବେଶ ସୁରକ୍ଷା ସଭାରେ ସିଆର୍‌ସିସି ସୁରୋଜ କୁମାର ସାହୁ, ଗଜପତି ଜିଲ୍ଲା
Read More...

ତୁର୍ଲାରେ ବନ ମହୋତ୍ସବ : ସଚେତନା ସଭା ସହ ବୃକ୍ଷରୋପଣ

ଖପ୍ରାଖୋଲ: ହରିଶଙ୍କର ବାନାଞ୍ଚଲ୍‌ ତୁର୍ଲା ଗାଁରେ ବନ ମହୋତ୍ସବ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଗାଁ ଗୋଷ୍ଠୀ କେନ୍ଦ୍ର ସମ୍ମୁଖରେ ହରିଶଙ୍କର ବନପାଳ ସନ୍ଧ୍ୟାରାଣୀ ସେଠଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର
Read More...

ପାତାଳି ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ଶ୍ରୀ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ସୁଦର୍ଶନ ତାପରେ କ୍ରମନ୍ୱୟରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରି
Read More...

୭୪ତମ ବନ ମହୋତ୍ସବ ପାଳିତ

ହରଭଙ୍ଗା :ଓଡିଶା ବନ ବିଭାଗ ବୌଦ୍ଧ ଜିଲ୍ଲା ବନ ଖଣ୍ଡ ଆନୁକୂଲ୍ୟରେ ଆଜି ୭୪ତମ ବନ ମହୋତ୍ସବ ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥାୟୀ ନର୍ସରୀ ଠାରେ ପାଳିତ ହୋଇଯାଇଛି । ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ରକ୍ଷା , ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ବିନା ଜୀବଜଗତ
Read More...

ସୋହମ୍‌ ଆନୁକୂଲ୍ୟରେ ପାଳିତ ହେଲା ବନ ମହୋତ୍ସବ

ଦଶପଲ୍ଲା : ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ସୋହମ୍‌' ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳରେ ବନ ମହୋତ୍ସବ - ୨୦୨୩ ପାଳନ କରିଅଛି । ଏହାକୁ ଖେଡ଼ପଡ଼ା ବନପାଳ ଶ୍ରୀମତୀ ସୁମିତ୍ରା ମିଶ୍ର, ଶରଧାପୁରର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି, ସଂଗଠନର
Read More...

ରଥଯାତ୍ରାରେ ନିୟୋଜିତ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୀ : ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତକାଲି ନିଳାଦ୍ରି ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଧିକାରୀ ମାନଙ୍କୁ
Read More...

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ, ଅଜିତ ପାୱାର ହେଲେ ଉପ-ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଏନସିପିରେ ପୁରୁଖା ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ପତିଆରା ପ୍ରାୟ ଜିରୋ ସ୍ଥିତିକୁ ଚାଳିଆସିଛି । ଦଦା-ପୁତୁରା ତିକ୍ତତା ଆହୁରି ତୀବ୍ର ହୋଇଛି । ପୁତୁରା ଅଜିତ ପାୱାର ଆଉ ଦାଦା ଶରଦଙ୍କ ନିୟନ୍ତ୍ରଣରେ ନାହାନ୍ତି । ଏନିସିପି ଏବେ ବସ୍ତୁତଃ ଦୁଇଫାଳ ହୋଇଛି
Read More...

ଋଣ ଭାର ସହି ନପାରି ରଶି ଲଗାଇ ଝୁଲି ପଡିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଦମ୍ପତି କଲେ ଆତ୍ମହତ୍ୟା । । ଏଭଳି ଅଭାବନିୟ ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମରେ । ଅଁଳାଯୋଡି ଗାଁର ବାନାମ୍ବର ବେହେରା ଏବଂ ବନିତା ବେହେରା ଆଜି ଭୋର ସମୟରେ ଘର ଭିତରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି
Read More...