Yearly Archives

2023

ହୀରାଞ୍ଚଳର ପ୍ରଭାବ..ଭାପୁର ଗ୍ରାମର ବିଦ୍ୟୁତ ପ୍ରସଙ୍ଗ : ତୁରନ୍ତ ଲାଗିଲା ଗ୍ରାମରେ ନୂତନ ଟ୍ରାନ୍ସଫରମର

ହରଭଙ୍ଗା ୨୪/୬:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ବଣପାହାଡ଼ ଅଞ୍ଚଳରେ ରହିଥିବା ଭା ପୁର ଗ୍ରାମବାସୀ ଦୀର୍ଘ ୧୦ ଦିନରୁ ଅଧିକ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ରହିଥିଲେ । ଉକ୍ତ ସମସ୍ୟା ନେଇ ହୀରାଞ୍ଚଳ ଖବର କାଗଜରେ ପ୍ରସାରଣ ହୋଇଥିଲା ଏବଂ ଖବରକୁ ନେଇ ଟିପିଏସଓଡିଲେ ଉଚ୍ଚପଦସ୍ତ
Read More...

ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ…

ପାରଳାଖେମୁଣ୍ଡି,୨୪/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ
Read More...

ସ୍ମୃତିରଞ୍ଜନ ପ୍ରଧାନ ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ

ପାରଳାଖେମୁଣ୍ଡି,୨୪/୬:- ଗଜପତି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ (ଭା.ପ୍ର.ସେ.) ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା (ଭା.ପ୍ର.ସେ.)ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ
Read More...

5-ଟି ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତର

ଭୁବନେଶ୍ବର: ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର
Read More...

ଭକ୍ତଙ୍କୁ ମିଳିଲା ଆଡପ ଅବଢା

ପୁରୀ : ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ । ସଠିକ୍‌ ସମୟରେ ମହାପ୍ରଭୁଙ୍କ ନିତି କାନ୍ତି ଚାଲି ଥିବାରୁ ଆଡ଼ପ ଅବଢ଼ା ମଧ୍ୟ ସଠିକ୍‌ ସମୟରେ ବାହାରିଥିଲା । ଏହାକୁ ସେବନ କରି ଭକ୍ତ ହୋଇଛନ୍ତି ଭାବ ବିହ୍ୱଳ । ବହୁ ଦୂରରୁ ଭକ୍ତ ମାନେ ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇବା
Read More...

ଓଡ଼ିଶା ଆଉଟ୍‌ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉଟ୍‌ ସୋର୍ସିଂ କର୍ମଚାରୀ ଧାରଣାରେ ବସିଛନ୍ତି । ୧୨ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ଦେଇଥିବା ଜଣାପଡିଛି ।ଆଜି ସୁବର୍ଣ୍ଣପୁର ଜିଲ୍ଲା ଓ ବ୍ଲକ
Read More...

ନୂଆଗାଁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର । ସୂଚନା ମୁତାବକ ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବହୁଦିନ ଧରି ଡାକ୍ତର ନଥିଲେ । ଏହି ଅବସରରେ ଆଜି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇଛନ୍ତି
Read More...

ବସୁଧା ଯୋଜନା ଫେଲ: ସାଗୁନଡୁଙ୍ଗୁରୀ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା

ଖଡ଼ିଆଳ: ଜୁନ ୧୫ ତାରିଖ ଆସିଲେ ଚାଷୀ ମାନେ ଆଷାଢ଼ ମାସ ଆସିଗଲା ବୋଲି ଜମିରେ ହଳ କରି ଧାନ ବୁଣା ଆରମ୍ଭ କରି ଦେଇଥାନ୍ତି । ସେହିପରି ୨୦/୨୨ ବର୍ଷ ତଳେ ଚାଷୀ ମାନେ ବୁଣିଥିବା ଚାଷକୁ ବିହିଡା କରି ଅପରାହ୍ନ ସମୟରେ ରଥଯାତ୍ରା ଦେଖି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଲୋକେ ଧାନ ବୁଣା ବିହାଡ଼ା
Read More...

ଘୁ ଉଦୟଗିରିରେ ନୂତନ ତହସିଲଦାର ଭାବେ ରଞ୍ଜନ କୁମାର ସାହୁଙ୍କ ଯୋଗଦାନ

ଘୁ ଉଦୟଗିରି: ସ୍ଥାନୀୟ ତହସିଲଦାର ଭାବରେ ରଞ୍ଜନ କୁମାର ସାହୁ ଯୋଗଦାନ କରିଛନ୍ତି । ଏଠି କାର୍ଯ୍ୟରତ ଥିବା ତହସିଲଦାର ଶୁଭ୍ରାଂଜଳି ପ୍ରଧାନଙ୍କ ରାୟଗଡା ଜିଲ୍ଲାର ଗୁଣୁପୁରକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ସାହୁ ଯୋଗ ଦେଇଛନ୍ତି । । ସେ ଜଣେ ଯୁବା, ନୂତନ ଭାବରେ ପ୍ରଥମ ଥର ଘୁ
Read More...

ସାଧାରଣ ନିର୍ବାଚନ ପୂର୍ବରୁ ବାଲିଗୁଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ବାଲିଗୁଡ଼ା: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏବେଠାରୁ ସମସ୍ତ ରାଜନୈତିକ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରାକ୍‌ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କର୍ଣ୍ଣାଟକର ଫଳାଫଳ ପରେ ରାଜ୍ୟ କଂଗ୍ରେସ ବେଶ୍‌ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି । କନ୍ଧମାଳ ଜିଲ୍ଲା
Read More...