Yearly Archives

2023

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଦଶପଲ୍ଲା: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଯୁବକ ଜଣକ ଗଣିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ପଞ୍ଚାୟତ ତୁମାଣ୍ଡି ଗ୍ରାମର ଚିତ୍ତରଞ୍ଜନ ବେହେରା । ମୃତ ଯୁବକ ଜଣକ ସକାଳୁ ବିଲକୁ ଯାଉଥିବା ସମୟରେ ଛିଣ୍ଡି ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ
Read More...

ଶେଷ ସମନ୍ୱୟ କମିଟି ବୈଠକ,ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପୁରୀ: ମହାପ୍ରଭୂ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୁଙ୍କ ରଥଯାତ୍ରାକୁ ସମଗ୍ର ବିଶ୍ୱ ଚାହିଁ ରହିଥାଏ । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଠିକ୍‌ ସମୟରେ ନୀତି ସଂପାଦନ, ଭକ୍ତଙ୍କ ସୁରକ୍ଷା, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ।
Read More...

ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ଜାନୁୟାରୀ ପହିଲା ୨୦୨୩ରୁ ପିଚ୍ଛିଲା
Read More...

ଯୌତୁକରେ ମୋଟରସାଇକେଲ ମାଗିବାରୁ ମଙ୍ଗଳସୂତ୍ର ସହ ଶଙ୍ଖାଚୁଡ଼ି ଖୋଲିଦେଇ ବାପ ଘରକୁ ଚାଲିଗଲେ କନ୍ୟା

ବାଲିଗୁଡ଼ା:ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟରସାଇକେଲ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା କନ୍ୟା
Read More...

ଆଜି ଅଣସର ଦଶମୀ ତିଥି, ଶ୍ରୀଜିଉଙ୍କଠାରେ ଲାଗି ହେବ ଦଶମୂଳ ମୋଦକ

ପୁରୀ : ଆଜି ଅଣସର ଦଶମୀ ତିଥି । ଶ୍ରୀ ମନ୍ଦିରରେ ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇ ସାରିବା ପରେ ଚକା ବିଜେ ହେବେ ମହାପ୍ରଭୁ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ
Read More...

ମୂଲ୍ୟବାନ କାଠ ସହ କରତ ଜବତ

ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରାଢିପି ପଂଚାୟତ ଅଧିନସ୍ଥ କରଡାପଲ୍ଲୀ ନିକଟରୁ ବନବିଭାଗ ପକ୍ଷରୁ ମୂଲ୍ୟବାନ କାଠ ସହ ଏକ କରତ ଜବତ କରାଯାଇଛି । ସୂଚନା ମୁତାବକ ମହିପୁର ବନଖଣ୍ଡ ଅଧିନସ୍ଥ ବନପାଳ ସୂର୍ଯ୍ୟକାନ୍ତ ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।
Read More...

ଇଲେକ୍ଟ୍ରି ପୋଲକୁ ଧକ୍କା ଦେଲା କାର, ୨ ଗୁରୁତର

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ମୁତାବକ ଗତକାଲି ରାତି ୨ଟା ସମୟରେ ବରଗଡରୁ ଭୁବନନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ପୋଲରେ ଶକ୍ତ ଧକ୍କା ଦେଇଥିଲା । କାର ଚାଳକ ସହିତ ୩
Read More...

ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସାମୁହିକ ଅଭ୍ୟାସ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓସ୍ୱାନ କେନ୍ଦ୍ରରୁ ଆଭାସୀ ଜରିଆରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ମାସ ୧୮ରେ (
Read More...

ଜାତୀୟ ରାଜପଥ ପାର ହେଲେ ୭ଟିକିଆ ହାତୀ ପଲ, ଭିଡିଓ ଭାଇରାଲ

ହରଭଙ୍ଗା : .ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର ବାଣିଗୋଚ୍ଛା ରାସ୍ତାର ମଧ୍ୟ ଭାଗରେ ଏକ ହାତୀପଲ ଉକ୍ତ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି ଦୁଇ ଦିନ ତଳେ ଏଇ ରାସ୍ତା ଅତିକ୍ରମ କରୁଥିଲେ
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ୍‌ ପାରିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଆଜି ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ
Read More...