ବଡଦାଣ୍ଡରେ ଉଡିବନି ଡ୍ରୋନ, କଟକଣା ଲଗାଇଲା ପ୍ରଶାସନ
ପୁରୀ : ଡ୍ରୋନ୍ ଉଡାଣ ଉପରେ କଟକଣା । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଡ୍ରୋନ୍ କ୍ୟାମେରା ଉଡ଼ାଇବା ଉପରେ କଟକଣା । ଭକ୍ତ ଓ ରଥଯାତ୍ରା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ଏହି ପଦକ୍ଷେପ ।କେବଳ ପୁରୀ ପୋଲିସ ପ୍ରଶାସନ!-->…
Read More...
Read More...