ରଥ ଖଳା ଚଳଚଞ୍ଚଳ : ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପୁରୀ : ପ୍ରବଳ ଗୁଳୁଗୁଳି ଗରମକୁ ଖାତିର ନ କରି ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ ।ଗତକାଲି ସୁଦ୍ଧା ତିନିରଥର ପୋଲ ଗୟଳ ଏବଂ ଛନ୍ଦା ଗୟଳ ପଡିଥିଲା । ଆଜି ତିନିରଥର ମୋଟ ୪୪ ଗୋଟି 'ଯୋଖା' ଫିଟିଙ୍ଗ କରାଯାଇ ଅଛି । ତାଳଧ୍ୱଜ ରଥରେ ୧୬ ଟି, ଦର୍ପଦଳନ ରଥରେ ୧୨!-->…
Read More...
Read More...