ଅଲାରନାଥଙ୍କ ଅନବସର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ: ଆସନ୍ତା ୫ ତାରିଖରୁ ହେବାକୁ ଥିବା ଅଲାରନାଥ ଅନବସର ଯାତ୍ରା ପାଇଁ ବ୍ରହ୍ମଗିରି ଅଲାରନାଥ ମନ୍ଦିର ଚୈତିନ୍ୟ ଚକଡ଼ାରେ ହୋଇଛି ପ୍ରସ୍ତୁତି ବୈଠକ । ଉପଜିଲ୍ଲାପାଳ ପୁରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ!-->…
Read More...
Read More...