Yearly Archives

2023

ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଲେ ଅମଲା ସଂଘ

ଦଶପଲ୍ଲା : ଯୋଗ୍ୟତାଭିତ୍ତିକ ଧାରା ୯କୁ କାର୍ଯ୍ୟକାରୀ କରିବା ଦାବି ନେଇ ରାଜ୍ୟ ଅମଲା ସଂଘର ନିଷ୍ପତି କ୍ରମେ ଗତ ସୋମବାର ଠାରୁ ଦଶପଲ୍ଲା ବ୍ଲକର କାର୍ଯ୍ୟରତ ଅମଲା ମାନେ କଳାବ୍ୟାଜ୍‌ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟ ଅମଲା ସଂଘର ନିଷ୍ପତି କ୍ରମେ ଅମଲା ମାନେ ଆସନ୍ତା ୩୧
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଚେୟାରମ୍ୟାନ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍‌. ଖାନଉଇଲକର । ଗତକାଲି ପୁରୀରେ ପହଞ୍ଚିବା ପରେ ମେଫେୟାର ହୋଟେଲରେ ଅବସ୍ଥାନ କରିଥିଲେ ମହାନଦୀ ଟ୍ରିବ୍ୟୁନାଲ ଚେୟାରମ୍ୟାନ । ଆଜି ସକାଳେ କଡା ପୁଲିସ ସୁରକ୍ଷା
Read More...

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ ପ୍ରକ୍ରିୟା ଚାଲିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ, ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ୨୮ ମେ’ରେ ଯୁକ୍ତ ୨ ରେଜଲ୍ଟର ତାରିଖ ଘୋଷଣା
Read More...

ବ୍ଲକ ସ୍ତରୀୟ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଚ୍ଛୁବାହାଲି ଠାରେ ବ୍ଲକ ସ୍ତରୀୟ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ
Read More...

ବ୍ରଜଘାତରେ ଯୁବକଙ୍କ ମୃତ୍ୟୁ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମରେ ଦ୍ୱିପ୍ରହର ୩.୩୦ ସମୟରେ ବଜ୍ରାଘାତ ଯୋଗୁଁ ଜଣେ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମର
Read More...

ମେଟ୍ରିକ ଟପ୍ପରଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବୌଦ୍ଧ,୨୫/୫:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ
Read More...

ବୌଦ୍ଧ: ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ, ରଥଖଳାରୁ ହୋଇପାରିଲା ନାହିଁ ଜବରଦଖଲ ଉଚ୍ଛେଦ

ବୌଦ୍ଧ,୨୫/୫:- ବୌଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରଥଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବାସହ ମନ୍ଦିର ଓ ରଥଖଳା ପରିସରକୁ ବିଭିନ୍ନ ସାରଞ୍ଜାମ ରଖି ଦଖଲ
Read More...

ମାଁ ବୁଢିମାଙ୍କର ସ୍ୱମନ୍ଦିର ପ୍ରବେଶ

ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଲଗ୍ନେ ସୋନପୁର ଢେରାପଡା ସ୍ଥିତ ମାଁ ବୁଢିମା ନୂତନ ମନ୍ଦିରକୁ ବିଜେ କରିଛନ୍ତି । ଗତ ୨୧ତାରିଖଠାରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ଆଜି ବୁଢିମାଙ୍କର ମନ୍ଦିର ବିଜେ ହୋଇଛି ।
Read More...

ବୀରାମଚନ୍ଦ୍ରପୁର ଗ୍ରାମରେ ୫୯ ଶୀତଳ ଷଷ୍ଠୀ ଯାତ୍ରା ପାଳିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୀରାମଚନ୍ଦ୍ରପୁର ଗ୍ରାମରେ ଦୀର୍ଘ ୫୯ବର୍ଷ ହେବ ବାବା ଶୁବର୍ଣ୍ଣେଶ୍ୱରଙ୍କ ମାତା ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ।ଭଗବାନ ମହାଦେବଙ୍କ ପିତା ଜୀବର୍ଦ୍ଧନ ଗଇନ୍ଦ୍ର ହୋଇଥିବା ବେଳେ ମାତା ପାର୍ବତୀଙ୍କ ପିତା
Read More...

ଶ୍ରୀକ୍ଷେତ୍ରରେ କାଳ ବୈଶାଖୀ ତାଣ୍ଡବ

ପୁରୀ : କାଳ ବୈଶାଖୀ ତାଣ୍ଡବରେ ଶ୍ରୀକ୍ଷେତ୍ର ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଶ୍ରୀ ମନ୍ଦିରରେ ମଧ୍ୟ ବିଭିନ୍ନ ବ୍ୟାରିକେଡ ଓ ଅସ୍ଥାୟୀ ସେଡ ମଧ୍ୟ ତଳେ ପଡିଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବେଳାଭୂମି ନିକଟରେ ଏକ ନବନିର୍ମିତ ହୋଟେଲ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ
Read More...