Yearly Archives

2023

ଆଜି ପବିତ୍ର ଶୀତଳଷଷ୍ଠୀ,ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ଶୀତଳଷଷ୍ଠୀ । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଗତକାଲି ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆଜି ଗୁଆଲି ଯାତ୍ରାରେ ବାହାରିଛନ୍ତି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ତିନିରଥର ସିଂହାସନ ନିର୍ମାଣ ଅନୁକୂଳ କାର୍ଯ୍ୟ
Read More...

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବାଲିଗୁଡ଼ା :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଗାଁ ମୁରୁମାହା ଜଙ୍ଗଲରେ ଗତକାଲି ସକାଳ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ ହେବା ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । କିଛି ସମୟ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ
Read More...

ଆନ୍ଧ୍ର ବୋର୍ଡ ପରୀକ୍ଷାରେ କମାଲ ଦେଖାଇଲେ ଓଡିଆ ପୁଅ

ପାରଳାଖେମୁଣ୍ଡି : ଓଡ଼ିଆ ପୁଅ ଆନ୍ଧ୍ରରେ ଓଡିଶାର ଟେକ ରଖିଲେ । ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦେଖାଇଲେ କମାଲ । ଓଡିଶାର ଗଞ୍ଜାମ ଜିଲ୍ଲାର ପ୍ରକୃତ ବାସିନ୍ଦା ବର୍ତ୍ତମାନ ପ୍ରବାସୀ ଓଡ଼ିଆ ଭାବେ ଆନ୍ଧ୍ରର ବିଚ୍ଛିନ୍ନାଞ୍ଚଳରେ ରହି ଓଡିଆ ଭାଷାରେ ମାଟ୍ରିକ ପରୀକ୍ଷା ଦେଇ ଓଡିଶାର ମାନ ସମ୍ମାନ
Read More...

ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ,ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ଆଞ୍ଚଳିକ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ
Read More...

ଧୁମଧାମରେ ଆୟୋଜିତ ହେଲା ଶିବ ବିବାହ, ଆଜି ଶୀତଳ ଷଷ୍ଠୀ

ଗଜପତି : ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହା ଆଡ଼ମ୍ବରରେ ଶିବ ବିବାହ ସଂପନ୍ନ ହୋଇଛି । ଜଗତଜନନୀ ମା ପାର୍ବତୀ ମା'ଙ୍କ ସହିତ ମହାଦେବଙ୍କ ବିବାହ ପାଣିଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହି ଅବସରରେ ଶୈବପୀଠ ଗୁଡ଼ିକରେ ଅନ୍ନଦାନ, ପଣା ଭୋଗ ବଣ୍ଟନ, ଶହସ୍ର ପ୍ରଦୀପ
Read More...

ବିଦ୍ୟୁତ୍‌ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ହେମେନ୍ଦ୍ର ସେନା

ଦଶପଲ୍ଲା : ନୟାଗଡ଼ ବିଦ୍ୟୁତ ବିଭାଗର ମନମାନିକୁ ନେଇ ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ବିଲ ଆଦାୟ ସମୟରେ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ପ୍ରତିବାଦ କରାଯାଇଛି । ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ହେମେନ୍ଦ୍ର ସେନା ପକ୍ଷରୁ ପ୍ରତିବାଦ କରାଯାଇଥିଲା । ନୟାଗଡ଼
Read More...

ବଗି ଉପରେ ପଡିଲା ଗଛ,ଅଟକିଲା ଡିଏମୟୁ ଟ୍ରେନ୍‌

ରାୟଗଡା: କାଳବୈଶାଖୀ ପ୍ରଭାବରେ ରାୟଗଡା-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ଅଟକି ଯାଇଥିଲା ଡିଏମୟୁ ଟ୍ରେନ୍‌ । ଟ୍ରେନ୍‌ ବଗି ଉପରେ ପଡିଥିଲା ଏକ ବଡ ଗଛ । ତେବେ ଏଥିରେ କିଛି କ୍ଷତି ହୋଇ ନ ଥିବା ବେଳେ ଦୀର୍ଘ ୩ ଘଂଟା ଧରି ଗାଡି ଅଟକି ରହିବାରୁ ରେଳଯାତ୍ରୀମାନେ ହଇରାଣ ହୋଇଥିଲେ । ଦୀର୍ଘ
Read More...

ବୁଢିମା ମନ୍ଦିର ପ୍ରତିଷ୍ଠା ଉତ୍ସବ: ମହାଦେବ ଲିଙ୍ଗ ଓ ପାର୍ଶ୍ୱ ଦେବତା ମନ୍ଦିର ସ୍ଥାପନ

ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ପଞ୍ଚମୀ ତିଥିରେ ନୂତନ ବୁଢିମା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମନ୍ଦିରର ଅଧ ଉର୍ଦ୍ଧ୍ୱ ଶୋଧନ ସହ ମହାଦେବ ଲିଙ୍ଗ ଓ ବିଭିନ୍ନ ପାର୍ଶ୍ୱ ଦେବତାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରରେ ସ୍ଥାପନ କରାଯାଇଛି । ଆଜି ସକାଳୁ ଯଜ୍ଞମଣ୍ଡପରେ
Read More...

କଥାକାର ରଞ୍ଜନ ପ୍ରଧାନଙ୍କୁ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର-୨୦୨୩’

ଫୁଲବାଣୀ: କଥାକାର ଗବେଷକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର- ୨୦୨୩’ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦର ଦ୍ୱାଦଶ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର
Read More...

ସରିଲା ଦେବ ଦମ୍ପତିଙ୍କ ବିବାହ ଉତ୍ସବ,ସାଂସ୍କୃତିକ ଶୋଭାଯାତ୍ରାରେ ଚଳଚଞ୍ଚଳ ଅଂଚଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗୁୁୁୁୁୁପ୍ତେଶ୍ୱର ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଚୟନ ହୋଇଥିବା ମହାଦେବଙ୍କ ପିତାମାତା ଭାବେ ଟଭାପଦର ଗ୍ରାମର ବିକ୍ରମ ପ୍ରଧାନ ଓ ସରିତାରାଣି ପ୍ରଧାନ ହୋଇଥିବା
Read More...