Yearly Archives

2023

ପଶ୍ଚିମ ଓଡ଼ିଶା କୈବର୍ତ୍ତ ସମାଜର ମହାମିଳନ ଉତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଥିବା ମା' ବାସେଳି ଦେବୀ ନିକଟରେ ଆସନ୍ତା ଜୁନ ୧୧ ଓ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ୨୦ ଘର କୈବର୍ତ୍ତ (କେଉଟ)ସମାଜ ଆନୁକୁଲ୍ୟରେ ହେବାକୁ ଥିବା ପଶ୍ଚିମଓଡ଼ିଶା କୈବର୍ତ୍ତ ସମାଜର
Read More...

ଭତ୍ତା ପାଇଁ ବ୍ୟାଙ୍କ ଆସି ବେହୋସ ହେଲେ ୮୦ବର୍ଷୀୟ ବୃଦ୍ଧ

ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କୁଦେଭଟର ଗାଁର ବୃଦ୍ଧ ବୟସ ୮୦ ପାର । ଜରାଜୀର୍ଣ୍ଣ ଶରୀର । ହାଡ ଉପରେ କେବଳ ଚର୍ମର ଆସ୍ତରଣ । ଉଦୁଉଦିଆ ଦ୍ୱିପହରରେ ବେହୋସ୍‌ ହୋଇ ତଳେ ପଡିଛନ୍ତି ଏଇ ବୃଦ୍ଧ ଜଣଙ୍କ । ପାଖରେ ବୃଦ୍ଧା ପତ୍ନୀ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ
Read More...

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ୍‌ । ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚିଛନ୍ତି । ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ
Read More...

ବୁଢିମା’ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର: ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚାରେ ନୂତନ ଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଦ୍ୟପର୍ବ ଭାବରେ ଆଜି ସକାଳେ ସହରର ଶତାଧିକ ମହିଳାଙ୍କ ଦ୍ୱାରା ଚିତ୍ରୋତ୍ପଳା ମହାନଦୀର ପବିତ୍ର ଜଳ ସ୍ଥାନୀୟ ରାଜାଘାଟରେ ପୂଜାର୍ଚ୍ଚନା କରି
Read More...

ମାଟ୍ରିକ ପରୀକ୍ଷାରେ ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା, ତାରା ପ୍ରସାଦ ସୁଆର ବାଲିଗୁଡ଼ା ଟପ୍ପର

ବାଲିଗୁଡ଼ା: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାମନ୍ଦିରର ଛାତ୍ର ତାରା ପ୍ରସାଦ ସୁଆର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୯୩.୬ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିବା ସହ ବାଲିଗୁଡା
Read More...

ଜଙ୍ଗଲି ମାଂସ ଜବତ, ଆସାମୀ ଫେରାର

ନୂଆଗାଁ : ନୟାଗଡ ଜିଲ୍ଲା ବେରୁଆଂବାରି ପଂଚାୟତ ମଣିଆକାଟ ଅଞ୍ଚଳରୁ ଜଙ୍ଗଲି ମାଂସ ଜବତ ହୋଇଛି । ସୂଚନା ମୁତାବକ ଘଞ୍ଚ ଜଙ୍ଗଲ ମଧ୍ୟରେ ଭୋଜି ଭାତର ଆସର ଜମିଥିଲା । ବନବିଭାଗ ଖବର ପାଇ ସେଠାରେ ପହଞ୍ଚିଲା । ବାହାଡଝୋଲା ବନପାଳ ସନାତନ ସ୍ୱାଇଁ ଏ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଘଟଣା
Read More...

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ କୃଷି ଡ୍ରୋନ ଓ ହାଇବ୍ରିଡ୍‌ ବିହନ ଅବଗାହନ କୃଷକ ସଭା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଉପକଣ୍ଠ ଆର ସୀତାପୁରଠାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ହଲ ଠାରେ କୃଷି ଡ୍ରୋନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ
Read More...

ଜଙ୍ଗଲ ଅଧିକାର ଓ ଜଙ୍ଗଲ ସମ୍ପଦ ଶୀର୍ଷକ ତାଲିମ୍‌ ଶିବିର

ଦଶପଲ୍ଲା : ଗ୍ରାମୀଣ ଶ୍ରମଜୀବୀ ଚେତନା ସଙ୍ଗଠନ, ଛାମୁଣ୍ଡିଆ ଓ ଓଡ଼ିଶା ଜଙ୍ଗଲ ଅଧିକାର ମଞ୍ଚ, ଝାରସୁଗୁଡ଼ାଙ୍କ ମିଳିତ ଆୟୋଜନରେ ବେଣ୍ଟପଡ଼ା ସ୍ଥିତ ବାବା ଗୁପ୍ତେଶ୍ୱର କମ୍ୟୁନିଟି ହଲ୍‌ ଠାରେ ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ ଆଧାରିତ ଜଙ୍ଗଲ ଅଧିକାର ଓ ଜଙ୍ଗଲ ସମ୍ପଦ ଶୀର୍ଷକ ତାଲିମ୍‌ ଶିବିର
Read More...

ଜଗନ୍ନାଥ ଅନାଥ ଆଶ୍ରମର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତା,ଗଜପତି ଏଡିଏମ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ଖୁଆଇଲେ

ପାରଳାଖେମୁଣ୍ଡି : ଅନାଥ ଛାତ୍ରଙ୍କ ସଫଳତା ଖୁସିରେ ସାମିଲ ହେଲା ଜିଲ୍ଲା ପ୍ରଶାସନ । ପିଲାମାନେ ବାପାମାଁଙ୍କ ପାଖରେ ରହି ତାଙ୍କରି ତତ୍ତ୍ୱାବଧାନ ଓ ଟିଉସନ ଶିକ୍ଷା ନେଇ ମଧ୍ୟ ଅନେକ ପିଲା ପାଠପଢ଼ାରେ ସଫଳତା ପାଇନଥିବା ଅନେକ ନଜିର ରହିଛି । ହେଲେ ଅନାଥ ଆଶ୍ରମରେ ନିଜ କ୍ୟାରିଅର ପ୍ରତି ସଜାଗ
Read More...

ଦୁର୍ଘଟଣା ପରେ ଗାଡି ଛାଡି ଫେରାର, ଗଞ୍ଜେଇ କାରବାର ସନ୍ଦେହ

ହରଭଙ୍ଗା :ଜଗନ୍ନାଥ ସଡ଼କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡି ଛାଡି ସମସ୍ତେ ଫେରାର । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପ୍ରଗଳପୁର ତସଲା ପଡିଆ ନିକଟବର୍ତ୍ତୀ ପୋଲରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଓଡି ୧୯ଏଲ୍‌୮୭୭୯ ନମ୍ବର ବିଶିଷ୍ଟ ଏକ କାର ଦୁର୍ଘଟଣା ଘଟିଥିଲା ।
Read More...