Yearly Archives

2023

ହରଭଙ୍ଗା ବ୍ଲକ ଗସ୍ତରେ ଆରସିସିଏଫ

ହରଭଙ୍ଗା ୨୦/୫- ବର୍ତ୍ତମାନ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ଅମଳ ଚାଲୁଛି ବା ତୋଳାଳିଙ୍କ ଦ୍ୱାରା ପତ୍ର ତୋଳା କାର୍ଯ୍ୟ ଜାରି ରହିଛି । ଏପରିକି ବୌଦ୍ଧ ଜିଲ୍ଲାର ଚାରିଛକ ରେଞ୍ଜ ଓ ହରଭଙ୍ଗା ରେଞ୍ଜ ଗୁଡିକର ବିଭିନ୍ନ ଫଡ଼ିରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଚାଲୁଥିବା ନେଇ ସ୍ୱତନ୍ତ୍ର ଭାବେ
Read More...

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଚମ୍ପୁଆ,୨୦/୫ - ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସରେଇ-ଟୁଣଟୁଣା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଯୁବକ ଜଣଙ୍କ ହେଲେ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତ । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜରେ ଗତ ଏକ ସପ୍ତାହ ଧରି
Read More...

ନୀତି ସବ କମିଟି ବୈଠକ ଶେଷ,ଫୋକସରେ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ନୀତି

ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଚାଲିଥିବା ନୀତି ସବ କମିଟି ବୈଠକ ଶେଷ ହୋଇଛି।ଶ୍ରୀମନ୍ଦିରରେ ରାଜାନ୍ଦ୍ରିଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନେଇ ନୀତି ସବ କମିଟିରେ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ନ ୫ ଟାରେ ବସିବାକୁ
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବିଦାୟକାଳୀନ ଉତ୍ସବ ପାଳିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଇତିହାସ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ଇତିହାସ ବିଭାଗର ଅଧ୍ୟାପକ ଲଳିତ କୁମାର ମେହେର ସଭାପତିତ୍ୱ
Read More...

କୋକସରା ଗସ୍ତରେ ଫାଇଭ -ଟି ସଚିବ;ବୁଢାରଜା ମନ୍ଦିର, କରକ ଜଳପ୍ରପାତ ଓ ଡୋକରୀଚଞ୍ଚରାର ହେବ ଉନ୍ନତିକରଣ

କୋକସରା : ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଥିବା ଫାଇଭ -ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ ଆଜି କୋକସରା ବ୍ଲକ ଗସ୍ତ କରିଥିଲେ । ସେ ଏହି ଅବସରରେ ଆମପାଣି ବୁଢାରଜା ମନ୍ଦିର ଠାରେ ପହଞ୍ଚି ପ୍ରଭୁ ବୁଡ଼ାରାଜାଙ୍କ ଦର୍ଶନ କରି ଅଳ୍ପ ସମୟର ଉଦବୋଧନ ଦେଇଥିଲେ । ସେ ଜୟ ବୁଢାରଜାରୁ
Read More...

ଦାରିଙ୍ଗବାଡିର ସୁପର ମା’,ପୁଅ ଠାରୁ ଅଧିକ ନମ୍ବର ରଖି ମାଟ୍ରିକ ପାସ୍‌ କଲେ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା । ଦାରିଙ୍ଗବାଡ଼ିର ସୁପର ମା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଦାରିଙ୍ଗବାଡ଼ି ଲୋହରା ସାହିର ମା ପୁଅ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ୪୭ ବର୍ଷୀୟ ମା ସୁଜାତା ନାୟକ ୧୬ ବର୍ଷର ନିଜ
Read More...

ସେପ୍ଟେମ୍ବର ୩୦ ପରେ ଅଚଳ ହେବ ୨ ହଜାର ଟଙ୍କିଆ ନୋଟ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ। ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ। ରିଜର୍ଭ ବ୍ୟାଙ୍କ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତି ସ୍ଥାପନ

ଭୁବନେଶ୍ୱର :ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଟିଟିଲାଗଡ଼ ସହରରେ ମାନ୍ୟବର ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହ ଟିଟିଲାଗଡ଼ ସେଫ ସିଟି ପ୍ରକଳ୍ପର ଭିତ୍ତି
Read More...

ମାଟ୍ରିକ ପରୀକ୍ଷା ଫଳରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜରାଗୁଡା ଉଚ୍ଚ ବାଳିକା ବିଦ୍ୟାଳୟର ସର୍ବମୋଟ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଭଲ ନମ୍ବର ରଖି ପାସ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏ-୨ରେ ୨୩ ଜଣ, ବି-୧ରେ ୭୦ଜଣ ଏବଂ ବି-୨ରେ ୧୮ ଜଣ ପାସ ହୋଇଥିବା
Read More...

ଏଏମସିଏସ ମହାବିଦ୍ୟାଳୟରେ ଖୋଲିଲା ପିଜି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପିଜି ପଢିବା ପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି
Read More...