ପୁରୀ ଆରଟିଓଙ୍କ ଦ୍ୱାରା ଓଭର ଲୋଡିଙ୍ଗ ଅଟୋକୁ ୨୯,୫୦୦ ଟଙ୍କା ଫାଇନ
ପୁରୀ : ଆଜି ପୁରୀ ଜ଼ିଲ୍ଲା ପୁରୀ-କୋଣାର୍କ ରୋଡ଼ ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦଜନକ ଭାବେ ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ!-->…
Read More...
Read More...