ପ୍ରଣାମ ନୃତ୍ୟାନୁଷ୍ଠାନର ତୃତୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ
ବୌଦ୍ଧ,୧୮/୫:- ପ୍ରଣାମ ନୃତ୍ୟାନୁଷ୍ଠାନ ତରଫରୁ ଚାଲିଥିବା ୭ଦିନିଆ ତୃତୀୟ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଂଜନ ଦାଶ ଯୋଗ ଦେଇ ଗ୍ରୀଷ୍ମ କାଳୀନ କାର୍ମଶାଳାର ଉପକାରିତା!-->…
Read More...
Read More...