ପୋଲିସକୁ ଦେଖି ଗଞ୍ଜେଇ ବସ୍ତା ଫୋପାଡି ମାଫିଆ ଫେରାର,୬୬କେଜି ଜବତ
ହରଭଙ୍ଗା: ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ମାଫିଆଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ ପାଇଁ ତାର ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନରେ ଛକି ବସିବା, ଦିନରାତି ପେଟ୍ରୋଲିଂ କରିବା ଭଳି କାର୍ଯ୍ୟ ଜାରି ରଖିଛି । ଗୁରୁବାର ଦିନ ବୌଦ୍ଧ ଜିଲ୍ଲା!-->…
Read More...
Read More...