୯୫ଗ୍ରାମ ବ୍ରାଉନ ସୁଗାର୍ ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଅଠର ନଳା ନିକଟରେ ଚଢାଉ କରି ୯୫ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଅବକାରୀ ଅଧିକ୍ଷକ ଜଗଦୀଶ ସାମଲଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ୱାର୍ଡ ଅଠର ନଳା ନିକଟରେ ଚଢାଉ କରି ଏହି ବ୍ରାଉନ ସୁଗାର୍ ଜବତ କରିବା ସହ ରାଜେନ୍ଦ୍ର ଖଟୋଇଙ୍କୁ ଗିରଫ!-->…
Read More...
Read More...