ଲୋକାର୍ପିତ ଶଙ୍ଖ ଭବନ ଉତ୍ସବରେ ସାମିଲ ହେଲେ କନ୍ଧମାଳର ସମସ୍ତ ଜନ ପ୍ରତିନିଧି
ଫୁଲବାଣୀ: ଅକ୍ଷୟ ତୃତୀୟା ଦିନ ଶାସକ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ନୂତନ ଭାବେ ନିର୍ମିତ ହୋଇଥିବା ଶଙ୍ଖ ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ଶଙ୍ଖ ଭବନର ୨୦୨୧ ରଥ ଯାତ୍ରା ସମୟରେ ଏହି କୋଠାର ମୂଳଦୁଆ ପକାଯାଇଥିଲା । ବିଜେଡିର ଏହି ନୂତନ ପାର୍ଟୀ!-->…
Read More...
Read More...