Yearly Archives

2023

ଦୁଇ ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍‌ଣ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା
Read More...

କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍‌ । ୪୪୦ କେଜି ୩୦୦ ଗ୍ରାମ ଓଜନର ବେଆଇନ୍‌ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ
Read More...

ଛତିଶା ନିଯୋଗ ବୈଠକ, ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଆସନ୍ତା ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ
Read More...

ଖଇରମାଲ ଗ୍ରାମରେ ମନ୍ଦିର ଜମିକୁ ନେଇ ବିବାଦ, ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଉଲୁଣ୍ଡା: ବୀରମହାରାଜପୁର ତହସିଲ କେନଝରିଆପାଲି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଖଇରମାଲ ଗ୍ରାମରେ ଏକ ମନ୍ଦିର ଜମିକୁ ନେଇ ବିବାଦ ଦେଖାଦେଇଛି । ଜନୈକ ବ୍ୟକ୍ତି ଗ୍ରାମର ନାରାୟଣୀ ମନ୍ଦିର ସୀମା ଭିତରେ ଜବରଦଖଲ ପୂର୍ବକ ଘର ତିଆରି କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି
Read More...

ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

ଫୁଲବାଣୀ : ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା । ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ
Read More...

ଓଡିଶା ରାସନ କାର୍ଡ ତାଲିକାରୁ ବାଦ ଦେବା ପାଇଁ କଲେ ଆବେଦନ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରାୟଗଡା: ସ୍ତ୍ରୀଙ୍କ ଅପରେସନ୍‌ ନିମନ୍ତେ ଆବଶ୍ୟକ ୫ ଲକ୍ଷ ଟଙ୍କା । ତେବେ ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପାଇଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶର କାକିନାଡାର ଡ.ପାଣ୍ଡୁରାଙ୍ଗା ରାଓ ଘରୋଇ ହସ୍ପିଟାଲରେ ଏହା କାମରେ ଆସିଲା ନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ

ପୁରୀ : ସତ୍ୟବାଦୀ ନହଳା ଛକରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ମୁତାବକ ମଧ୍ୟାହ୍ନ ୧୨ଟା ବେଳେ ସତ୍ୟବାଦୀ ବ୍ଲକ ନହଳା ଗ୍ରାମ ମୁଣ୍ଡ ନିକଟସ୍ଥ ଛକ ଠାରେ ଏକ ଯାତ୍ରୀବାହୀ ଅଟୋକୁ ଏକ ମାଲ ବୁହା ଡାଲା ଅଟୋ ସିଧାସଳଖ ମୁହାଁ ମୁହିଁ
Read More...

ଷ୍ଟ୍ରେଚର୍‌ ସାହାଯ୍ୟରେ ଶବକୁ ଟାଣିଟାଣି ୮କିଲୋମିଟର ନେଲେ ପରିବାର ଲୋକେ

ନୂଆପଡା : ଗୋଟିଏ ପଟେ ନବୀନଙ୍କ ବିକାଶର ସ୍ୱପ୍ନ ଅନ୍ୟପଟେ ମୋଦିଙ୍କ ଡିଜିଟାଲ ଇଣ୍ଡିଆ । ଦେଶ ବିଦେଶରେ ପତିଆରା ଜାହିର କରିବା ପାଇଁ ରାଜନୈତିକ ବୟାନବାଜି । ହେଲେ ଏ ସବୁ ଭିତରେ ନୂଆପଡ଼ା ଜିଲ୍ଲା କଳା ପଚ୍‌ ପଚ୍‌ ବିଜୁ ଏକ୍ସପ୍ରେସ ରାସ୍ତାରେ ଦେଖିବାକୁ ମିଳିଛି ଏକ ପରିବାରର ଶବ
Read More...

ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ଅନ୍ତର୍ଗତ ବଜଳସାଗର ଗ୍ରାମର ଜଣେ ଯୁବକ ଟ୍ରାକ୍ଟରରେ କାଠ ଆଣୁଥିବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯେ, ସୋମବାର ରାତିରେ ବଜଳସାଗର ଗ୍ରାମର କରୁଣାକର ଛତ୍ରିଆ ନିଜ ନମ୍ୱର ବିହିନ ଟ୍ରାକ୍ଟରରେ କର୍ଲାବାହାଲି
Read More...

ମାଡିଗଲା କଣ୍ଟେନର,ଚାଲିଗଲା ମାଛ ବିକାଳୀଙ୍କ ଜୀବନ

ରାୟଗଡା: ବାଇପାସ ରହିଛି ନାମକୁ ମାତ୍ର । ଦିନକୁ ଦିନ ରାୟଗଡା ସହର ମଧ୍ୟ ଦେଇ ଯାଉଥିବା ମାଲବାହୀ ଭାରିଯାନ ପାଇଁ କିଛି ନା କିଛି ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଛି । ଆଉ ଅକାଳରେ ଚାଲି ଯାଉଛି ଜୀବନ । ୧୨ଦିନ ବ୍ୟବଧାନରେ ପୁଣି ରାୟଗଡା ସହର ଭିତରେ ଆଜି ସଡକ ଦୁର୍ଘଟଣାରେ ଚାଲି ଯାଇଛି ଆଉ ଜଣେ
Read More...