Yearly Archives

2023

ଲୋକନାଥଙ୍କ ହୁଣ୍ଡିରୁ ମିଳିଲା ୪,୦୨,୬୫୬ ଟଙ୍କା

ପୁରୀ : ବାବା ଲୋକନାଥଙ୍କ ହୁଣ୍ଡିରୁ ମିଳିଛି ୪,୦୨,୬୫୬ ଟଙ୍କା । ଗତ ତା ୨୨.୧୦.୨୦୨୨ ରିଖରେ ଶେଷ ଥର ପାଇଁ ହୁଣ୍ଡି ଖୋଲା ଯାଇଥିଲା । ଏହା ମଧ୍ୟରେ ବାବା ଲୋକନାଥଙ୍କ ମହାଶିବରାତ୍ରି ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପରାମର୍ଶ କ୍ରମେ ଆଜି ମାଜିଷ୍ଟ୍ରେଟ ଓ ପୋଲିସଙ୍କ
Read More...

ଜାଗରଣ ମଞ୍ଚ ପକ୍ଷରୁ ପତ୍ର ଏବଂ କରପତ୍ର ମାଧ୍ୟମରେ ଦଣ୍ଡୁଆ ମାନଙ୍କୁ କରାଇଲେ ସଚେତନ

ଫୁଲବାଣୀ : ଗତ କିଛିଦିନ ହେଲା ଫୁଲବାଣୀ ସହରରେ ଦଣ୍ଡନାଚ ସଂପ୍ରଦାୟ ସହରବାସୀଙ୍କ ମନୋରଞ୍ଜନ ତଥା ମାନସିକ ପୁରଣ ସକାସେ ଦଣ୍ଡନାଚ ପରିବେଷଣ କରିଚାଲିଛନ୍ତି । ଗତ ତା.୨୧/୦୨/୨୨- ୨୦ ୨୩ ରିଖରେ କନ୍ଧମାଳ ଜାଗରଣ ମଂଚ ଆୟୋଜନରେ ବୌଦ୍ଧ, ଦଶପଲ୍ଲା, କନ୍ଧମାଳର ଦଣ୍ଡୁଆ ଭାଇମାନେ ଏକତ୍ରିତ ହୋଇ
Read More...

ବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ୫୭ ତମ ଶ୍ରାଦ୍ଧତ୍ସବ ପାଳିତ

ଦଶପଲ୍ଲା : ଆଜି ସଂଧ୍ୟାରେ ଦଶପଲ୍ଲା ବୀଣାପାଣି ବଜାରଠାରେ ବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ୫୭ ତମ ଶ୍ରାଦ୍ଧତ୍ସବ ପାଳିତ ହୋଇଯାଇଛି । ପୂଜ୍ୟପୂଜା ସମିତି ଦ୍ୱାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରେଡ଼ିଓ ସୁରଭି ନିର୍ଦ୍ଦେଶକ ଡ଼ଃ ଶିଶିର କୁମାର ସାହୁ ଯୋଗଦେଇଥିବା ବେଳେ ଅନ୍ୟତମ
Read More...

ରାୟଗଡାରେ ନକଲି ସାର୍ଟିଫିକେଟ ଜବତ, ଜଣେ ଅଟକ

ରାୟଗଡା: ଗ୍ରାମୀଣ ଡାକ ସେବକ ପଦବୀ ନିଯୁକ୍ତି ନିମନ୍ତେ ଆଜି ସାର୍ଟିଫିକେଟ ଯାଞ୍ଚ ବେଳେ ମିଳିଛି ୟୁପି ବୋର୍ଡ଼'ର ଗୋଟିଏ ମାଟ୍ରିକ ନକଲି ସାର୍ଟିଫିକେଟ । ଆଉ ଧରା ପଡିଛନ୍ତି ପଦବୀ ସକାଶେ ମେରିଟ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାର୍ଥୀ । ସେ ହେଉଛନ୍ତି ରବି ହିଆଲ ନାମକ ଜଣେ ଯୁବକ । ରାୟଗଡା
Read More...

ପଣା ସଂକ୍ରାନ୍ତି ପାଳନ ପାଇଁ ଓଡ଼ଗାଁ ଉତ୍ସବମୁଖର : ଫଳ ଦୋକାନରେ ଖଚାଖଚ ଭିଡ଼

ଓଡ଼ଗାଁ : ରାତି ପାହିଲେ ମହାବିଷୁବ ସଂକ୍ରାନ୍ତି । ଏଥି ସହିତ ଓଡ଼ଗାଁ ହନୁମାନ ଛକ ଠାରୁ ଆରମ୍ଭ କରି ରଘୁନାଥ ମନ୍ଦିର ପରିସର ଓ ସିନେମା ହଲ ଛକଠାରେ ଥିବା ମହାବୀରଙ୍କ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ । ପଣା ସଂକ୍ରାନ୍ତିର ଏହି ମହାର୍ଘ୍ୟ ସମୟକୁ ଓଡିଆ ନବବର୍ଷ ରୂପେ ପାଳନ
Read More...

ଉଠା ଜଳସେଚନ ବିଭାଗ ସମ୍ମିଶ୍ରଣ କର୍ଯ୍ୟର ସମୀକ୍ଷା ବୈଠକ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାସ୍ତରୀୟ ଉଠା ଜଳସେଚନ ବିଭାଗର ସମ୍ମିଶ୍ରଣ କାର୍ଯ୍ୟର ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୃଷିର ଉନ୍ନତି ଓ ବିକାଶ ପାଇଁ ଆବଶ୍ୟକ ଉଠା ଜଳସେଚନର ସୁବିଧା
Read More...

ଗଞ୍ଜେଇ ଭର୍ତ୍ତି ଗାଡି ଜବତ, ଦୁଇ ଅଭିଯୁକ୍ତ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅଂଚଳରେ ଆରମ୍ଭ ହୋଇଥିବା ଗଂଜେଇ କାରବାରକୁ ଟାର୍ଗେଟ କଲା ପୁରୁଣାକଟକ ପୋଲିସ । ୯୧ କିଲୋ ଗଂଜେଇ ଭର୍ତ୍ତି ପିକଅପ ଗାଡି ସହିତ ଦୁଇ ଚାଲାଣକାରୀକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହରଭଙ୍ଗା ବ୍ଲକରେ ଗଞ୍ଜେଇ
Read More...

ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ “ଉତ୍ସାହ -୨୦୨୩’ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ଗତକାଲି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରାର ବାର୍ଷିକ ମହୋତ୍ସବ ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କଠାରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ
Read More...

ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ନୟାଗଡ : ଜାତୀୟ ରାଜପଥ ୫୭ ଅଛୁପଡା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦଶପଲ୍ଲାରୁ ନୟାଗଡ ଯାଉଥିବା ସମୟରେ ଏକ କଳା ରଙ୍ଗର ପଲ୍ସର ବାଇକ ଗଛକୁ ଧକ୍କା
Read More...

ପୋଖରୀଗୋଛା ସରପଞ୍ଚ ଉପନିର୍ବାଚନ ; ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୪ ଜଣ, ରଣାଙ୍ଗନରେ ୨ ପ୍ରାର୍ଥୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ପଞ୍ଚାୟତ ପୋଖରୀଗୋଚ୍ଛାରେ ମେ' ୨ ତାରିଖରେ ସରପଞ୍ଚ ପଦ ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ପ୍ରର୍ଥୀପତ୍ର ପ୍ରତ୍ୟାହାର ଅନ୍ତିମ ଦିବସ ଥିବାବେଳେ ବିଶ୍ୱରଞ୍ଜନ ଜାନୀ, ଶୋଭାଗିନି ନାଏକ, ସୁବଳ ଚାରଣ ନାଏକ, ସୁବାଷ ବେହେରା ୪ ଜଣ
Read More...