Yearly Archives

2023

ସରୋଜ କର୍ଣ୍ଣ ହେଲେ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି

ଫୁଲବାଣୀ : କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ସମ୍ବଲପୁରରେ ଗତ ୧୦ ତାରିଖ ଦିନ ଆୟୋଜିତ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସରୋଜଙ୍କୁ ଏହି ପଦ ନିମନ୍ତେ ସର୍ବସମ୍ମତି କ୍ରମେ
Read More...

ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ଦିବସରେ ଡାଲଖାଇ ଜାଇଫୁଲରେ ଦୁଲକିଲା ମଞ୍ଚ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି, କଳା, ସାହିତ୍ୟ, ସଂସ୍କୃତି ଓ ଜନଜୀବନର ପର୍ବ ଉଦନ୍ତୀ ମହୋତ୍ସବ -୨୦୨୩ର ଦ୍ୱିତୀୟ ସନ୍ଧ୍ୟା ଚିତ୍ତାକର୍ଷକ ଥିବାବେଳେ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା । ଏହି ମହୋତ୍ସବର ସନ୍ଧ୍ୟାକାଳୀନ ସାଂସ୍କୃତିକ ସଭାରେ ସିନାପାଲି ବ୍ଳକର ପୂର୍ବତନ
Read More...

ପୁଲିସ କବ୍‌ଜାରେ ୯ ଜଣିଆ ମହିଳା ଚୋର ଗ୍ୟାଙ୍ଗ୍‌; ଲଙ୍କାପୋଡ଼ି ଯାତ୍ରାରେ ଅଳଙ୍କାର, ମୋବାଇଲ ଲୁଟୁଥିଲେ

ଦଶପଲ୍ଲା : - ଦଶପଲ୍ଲା ଲଙ୍କାପୋଡି ଯାତ୍ରାରେ ଚୋରି କରିବାକୁ ଆସିଥିବା ଏକ ମହିଳା ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ଦଶପଲ୍ଲା ପୁଲିସ । ସୂଚନାରୁ ପ୍ରକାଶ ଗତକାଲି ଲଙ୍କାପୋଡି ଯାତ୍ରାର ମୁଖ୍ୟ ଉତ୍ସବ ଚାଲୁ ରହିଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକ ଯାତ୍ରାକୁ ଉପଭୋଗ କରୁଥିଲେ ।
Read More...

ଅଗ୍ନିକାଣ୍ଡରେ ଜଳିଗଲା ଘର ସାର୍ଟିଫିକେଟ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ

ବାଲିଗୁଡ଼ା:ଅଗ୍ନିକାଣ୍ଡରେ ଜଳିଗଲା ଘର । ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା ରୂପା,ନଗଦ ଦୁଇ ଲକ୍ଷ ଟଙ୍କା ଜଳିପୋଡ଼ି ପାଉଁଶ ହୋଇଗଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ଜୁଡ଼ାବାଲି
Read More...

ବାରହା ଫାଶରେ ପଡି ଦନ୍ତାହାତୀ ମୃତ୍ୟୁ ଘଟଣାରେ ବାପ ପୁଅ ଗିରଫ

ସୁବର୍ଣ୍ଣପୁର: ଗତକାଲି ଜିଲ୍ଲାର ବିନିକା ରେଞ୍ଜରେ ବିଦ୍ୟୁତ ତାର ଆଘାତରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବାପ ଓ ପୁଅ ଗିରଫ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ସୋମବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅନ୍ତର୍ଗତ ମହଦା ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା
Read More...

ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ବିଧାୟକ ସୋନପୁର ନିର୍ବାଚନ ମଣ୍ଡଳୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
Read More...

ଲଘୁ ବନଜାତ ଦ୍ରବ୍ୟର ଚୋରା ଚାଲାଣ ,ଆଦିବାସୀଙ୍କୁ ମିଳୁନି ଉଚିତ୍‌ ପ୍ରାପ୍ୟ

ଦଶପଲ୍ଲା : ମୁଣ୍ଡଫଟା ଖରାରେ ବଣ ଜଙ୍ଗଲ ବୁଲି ମହୁଲ,ଟୋଲ,ଚାରମଂଜି, କେନ୍ଦୁପତ୍ର ସଂଗ୍ରହ କରୁଥିବା ଆଦିବାସୀଙ୍କୁ ମିଳିପାରୁନି ଏହାର ଉଚିତ ମୂଲ୍ୟ । ରକ୍ତକୁ ପାଣି କରି ନିଜର ଜୀବିକା ନିର୍ବାହ କରୁଥିବା ଦଶପଲ୍ଲା ବ୍ଲକ୍‌ର ଶହଶହ ଆଦିବାସୀ ପରିବାର ହେଉଛନ୍ତି ଶୋଷଣର ଶିକାର । ବିଭିନ୍ନ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କନ୍ଧମାଳ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଫୁଲବାଣୀ : ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଜରିଆରେ ଫୁଲବାଣୀ ଠାରେ କନ୍ଧମାଳ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ
Read More...

ଝିଅ ମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଆଜି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଝିଅ ମାନଙ୍କ ନିରାପତ୍ତା ଓ ସୁରକ୍ଷା ନିୟମାବଳୀ ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ
Read More...

ବୁଢାରଜା ପୀଠରୁ କ୍ଷୁଦ୍ର ଚଳଚ୍ଚିତ୍ର “ଫଗୁନ’ର ଶୁଭ ମୁହୂର୍ତ୍ତ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ପୀଠରୁ ବୁଧବାର କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଚେତନଧର୍ମି ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର 'ଫଗୁନ'ର ଶୁଭ ମୁହୂର୍ତ୍ତ ହୋଇଛି । କାରୁଣ୍ଡ ପ୍ରଡକ୍ସନ ନିବେଦିତ ଏହି କ୍ଷୁଦ୍ର
Read More...