Yearly Archives

2023

ସହଯୋଗର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନିଯୁକ୍ତି ପାଇଥିବା ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ବାପାଙ୍କର ପାଖ୍ୟାଘାତ ରୋଗର ଚିକିତ୍ସା ଅଭାବରୁ ଅକାଳ ବିୟୋଗ ହୋଇଛି । ଏଭଳି ଦୁଃଖଦ ଖବର ପାଇ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଏବଂ
Read More...

ଓଡ଼ଗାଁ ତହସିଲ ହାତରୁ ଚାଲିଯିବ କି ପଥରଖଣି ! ପୁଆଣିଆ ପଥର ଖଣିରେ ଓଆରଏସଏସି ଟିମ

ଓଡ଼ଗାଁ:ଓଡ଼ଗାଁ ତହସିଲ ଅଧୀନରେ ଥିବା ୨୦ରୁ ଉର୍ଦ୍ଧ୍ୱ ଖଣି ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗୁରୁବାର ଓଡିଶା ସ୍ପେଶ ଆପ୍ଲିକେଶନ କେନ୍ଦ୍ରର ଏକ ଟିମ ସହିତ ଖଣିଜ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଆସି ପୁଆଣୀଆଁ ଖଣି ପରିଦର୍ଶନ କରି ଫେରିଛନ୍ତି । ସେମାନଙ୍କ ସହ ଓଡଗାଁ ତହସିଲଦାର
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ’ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ "ନାଦବ୍ରହ୍ମ' ପାଳିତ ହୋଇଯାଇଛି । ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ
Read More...

ହରଭଙ୍ଗା ବ୍ଲକରେ ମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ବିଭିନ୍ନ ବିଭାଗର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିକାଶ ଉପରେ ଗୁରୁତ୍ୱ ନେଇ ଆଜି ଗୁରୁବାର ଦିନ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ମିନିଟଟୁ ମିନଟ ମାରାଥନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ଲକର ପୁରୁଣାକଟକ ପଂଚାୟତ
Read More...

ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ

ଦଶପଲ୍ଲା : ଦଶପଲ୍ଲା ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ବଶିକ୍ଷା, ନୟାଗଡ଼ ଦ୍ୱାରା ଆୟୋଜିତରେ ୩ ଦିନ ବ୍ୟାପି ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀ କରଣ ତାଲିମ ଶିବିର କରାଯାଇଥିଲା ।
Read More...

ସମଗ୍ର ଜିଲ୍ଲାରେ ଶିକ୍ଷା ସଚେତନତା ପାଇଁ ଗଡିଲା ଶିକ୍ଷା ସଚେତନତା ରଥ

ନବରଙ୍ଗପୁର : ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଦୈନିକ ଛାତ୍ର ଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ କିପରି ଅଭିବୃଦ୍ଧି ହୋଇପାରିବ, ମୋ ପିଲା ସ୍କୁଲ ଯିବ, ଆମେ ପଢିବା, ଆମେ ଗଢ଼ିବା ଓ ଶ୍ରେଷ୍ଠ ହେବା ମହତ ଉଦ୍ଦେଶ୍ୟ ନେଇ ଶିକ୍ଷା ପାଇଁ ନିଜ ପିଲା
Read More...

ନେନ୍ଦନ ନାଳସେତୁ ଓ ଦେବନ୍ଧ-କୁରକୁଚ ରାସ୍ତା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଜହ୍ନାପଙ୍କ: ବଘିଆପଡ଼ା-ଶଗଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାର ବାରକୋଡା ଛକରୁ ପାବଳୀପଡ଼ା ରାସ୍ତା ଉପରେ ନିର୍ମାଣ ହୋଇଥିବା ନେନ୍ଦନ ନାଳ ସେତୁକୁ ଆଜି ପଂଚାୟତରାଜ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନୀତ ଅତିଥି ଭାବେ
Read More...

ଜି. ଉଦୟଗିରି ଓ ଚିକାବାଲି ବିଜେପି ତରଫରୁ ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ଜି. ଉଦୟଗିରି : ଜି. ଉଦୟଗିରି ନଗର ଏବଂ ଗ୍ରାମୀଣ ମଣ୍ଡଳ ତରଫରୁ ଆଜି ୪୪ତମ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସ୍ଥାନୀୟ ଗ୍ରାମୀଣ ମଣ୍ଡଳ ସଭାପତି ମାୟାବନ୍ଧୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳ ଗଠନ କରିବାରେ ବିଶେଷ ଅବଦାନ ରହିଥିବା ମହାନ ବ୍ୟକ୍ତିଙ୍କ
Read More...

ଜିଲ୍ଲା ପରିଷଦ ଉପ ନିର୍ବାଚନ, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପୁରୀ : ପୁରୀ ଜିଲ୍ଲା ଗୋପ ବ୍ଳକ୍‌ ୧୧ ନମ୍ୱର୍‌ ଜିଲା ପରିଷଦ ଜୋନ ପାଇଁ ଆସନ୍ତା ମେ ୨ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ଆଜି କଂଗ୍ରେସ ପକ୍ଷରୁ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଉପ
Read More...

ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ : ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀ ସି-ବିଚ୍‌ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ହୋଟେଲ୍‌ରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଅନସ ଭି.କେ । ସେ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଖବର ପାଇବା ପରେ ସି
Read More...