Yearly Archives

2023

ହରଭଙ୍ଗା ବ୍ଲକରେ ମିଶନ ଶକ୍ତି କାଫେ ଲୋକାର୍ପିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ରେ ମିଶନ ଶକ୍ତି କାଫେ ପୂର୍ବରୁ ୪ଗୋଟି ହୋଇଥିବା ବେଳେ ବୁଧବାର ଦିନ ହରଭଙ୍ଗା ବ୍ଲକ ପରିସରରେ ଭିତରେ ମିଶନ ଶକ୍ତି କାଫେ ଲୋକାର୍ପିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ଲୋକାର୍ପିତ
Read More...

ଅବ୍ୟବସ୍ଥାରେ କାଦପଡା ପ୍ରାଥମିକ ବିଦ୍ୟାଳୟ;
୫ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ, ଜୋର ଧରିଲା ଶିକ୍ଷକ ନିଯୁକ୍ତି ଦାବି

ଆଠମଲ୍ଲିକ : ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବାବେଳେ ଜିଲ୍ଲା ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଦେଶ ତଥା ରାଜ୍ୟର ଭବିଷ୍ୟତ ନାଗରିକ ଶିଶୁ ନିଜର ମୌଳିକ ଅଧିକାର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ସୁବର୍ଣ୍ଣପୁର : ଗତକାଲି ବରିଷ୍ଠ ସାମ୍ବାଦିକ ଦିଲିପ ପାତ୍ରଙ୍କ ମାଁ ଡାଲ୍ଲାମା ଦେବୀଙ୍କର ୯୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଆମାୟିକ ଓ ଧର୍ମପରାୟଣ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିବାବେଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛିଦିନ ହେଲା ଶଯ୍ୟାସାୟୀ ଥିଲେ।
Read More...

ବୌଦ୍ଧ ଜିଲ୍ଲାରେ ୪୦ ସଶସ୍ତ୍ର ନକ୍ସଲଙ୍କ ଅନୁପ୍ରବେଶ, ଅପରେସନ ବେଳେ ନକ୍ସଲଙ୍କ ଛତ୍ରଭଙ୍ଗ, ବହୁ ସାମଗ୍ରୀ ଜବତ

ବୌଦ୍ଧ,୨୧/୧୧:- ଗତ ୧୬ ତାରିଖରେ ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ରାବଣେଶ୍ୱର ଜଙ୍ଗଲରେ ୩୫ ରୁ ୪୦ ସଶସ୍ତ୍ର ନକ୍ସଲ ବୁଲୁଥିବା ଖବର ଏକ ବିଶେଷ ସୂତ୍ରରୁ ପୋଲିସକୁ ମିଳିଥିଲା । ୧୯ ତାରିଖରେ ଜିଲ୍ଲା ପୋଲିସ ଏସଓଜି ଏବଂ ଡିଭିଏଫ ଟିମ୍‌ ମିଳିତ ଭାବେ ଅପରେସନରେ
Read More...

ଅନ୍ତଃ ମହାବିଦ୍ୟାଳୟ ଖୋକ ଓ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ ମହାବିଦ୍ୟାଳୟରେ ଅନ୍ତଃ ମହାବିଦ୍ୟାଳୟ ଖୋକ ଓ ଯୁବବିକାଶର ନୂଆ ଓଡିଶା, ଯୁବଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ କାର୍ଯ୍ୟକ୍ରମକୁ
Read More...

ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କ ବଡ ସଫଳତା, ୮ ଟି ଶାଳ ଗଣ୍ଡି ଜବତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କ ବଡ଼ ସଫଳତା । ହରଭଙ୍ଗା ବ୍ଲକ୍‌ ଧୁଙ୍ଗିଆ ମୁଣ୍ଡାରୁ ୮ ଗୋଟି ଶାଳ କାଠ ଜବତ୍‌ ହୋଇଥିବା ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୭୦୦୦୦ ଟଙ୍କା ହେବ । ଧୁଙ୍ଗିଆମୁଣ୍ଡା ଗ୍ରାମ ନିକଟ ଘୁମୁକୁଡ଼ି ଡ୍ୟାମ ନିକଟରୁ ପୁରୁଣାକଟକ
Read More...

କପିଳେଶ୍ୱର ଶୈବ ପୀଠରେ ନୂତନ ସିଂହାସନ ପ୍ରତିଷ୍ଠା

ହରଭଙ୍ଗା :ହରଭଙ୍ଗା ବ୍ଲକ କୁମାରୀ ବହୁ ପୁରାତନ କପିଳେଶ୍ୱର ଶୈବ ପୀଠରେ ଆଜି ନୂତନ ସିଂହାସନ ପ୍ରତିଷ୍ଠା ଓ ମହାପ୍ରଭୁଙ୍କୁ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମ ହୋମ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ସଂକୀର୍ତ୍ତନ କରି ମହାପ୍ରଭୁଙ୍କୁ ନୂତନ ସିଂହାସନରେ ଅବସ୍ଥାପିତ
Read More...

ପୋଷ୍ୟ ସନ୍ତାନ ସଚେତନତା ମାସ ପାଇଁ ଜିଲ୍ଲାପାଳଙ୍କ ବୈଠକ

ନବରଙ୍ଗପୁର: ପୋଷ୍ୟ ସନ୍ତାନ ସଚେତନତା ମାସ ପାଇଁ ଜିଲ୍ଲାପାଳ ଡ଼ଃ .କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାରେ କିପରି ଆଇନ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା ।
Read More...

ପଞ୍ଚୁକ ପାଇଁ ନୀତି କମିଟି ବୈଠକ

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ପଞ୍ଚୁକ ସମୟରେ ହବିଷ୍ୟାଳୀଙ୍କ ପାଇଁ ସେଡର ବ୍ୟବସ୍ଥା ହେବ । ଗତକାଲି
Read More...

ବନ ବିଭାଗ ଚଢାଉ ୨୦ କେଜି ସମ୍ବର ମାଂସ ଜବତ, ୩ ଅଟକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗ ଚଢାଉ କରି ୨୦ କେଜି ସମ୍ବର ମାଂସ ଜବତ କରିବା ସହ ୩ଜଣଙ୍କୁ ଅଟକ ରହିଥିବା ଜଣାପଡିଛି । ଗୋଟିଏ ସୁପର୍‌ ଏକ୍ସସଲ ଗାଡ଼ି ସହ ୨ ଜଣ ଶିକାରୀ ବନ୍ୟ ଜନ୍ତୁ ମାଂସ ଚାଲାଣ କରୁଥିଲେ । କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ
Read More...