Yearly Archives

2023

ରାଜଧାନୀକୁ ଫେରିଲା ‘ରାହାଗିରି’

ଡିସେମ୍ବର ଶେଷ ରବିବାର ଭୁବନେଶ୍ୱରରେ ଆରମ୍ଭ ହେବ ରାହାଗିରି। ଏବର୍ଷ ୩ଟି ଜୋନରେ ୩ଟି ରାହାଗିରି ହେବ। ଡିସେମ୍ବର ଶେଷ ରବିବାର ଓ ଜାନୁଆରୀ ମାସର ପ୍ରଥମ ଦୁଇଟି ରବିବାର ଅନୁଷ୍ଠିତ ହେବ ରାହାଗିରି। ସେଥିପାଇଁ ଆଜି ପ୍ରତି ଜୋନରୁ ଦୁଇଜଣ ଲେଖାଏଁ କର୍ପୋରେଟର, ZDC ଓ ଆଡିସନାଲ କମିଶନରଙ୍କୁ
Read More...

ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ

ଭୁବନେଶ୍ୱର ; ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି
Read More...

ଆଜି ଶ୍ରୀମନ୍ଦିରରେ ବଡଠାକୁରଙ୍କ ହରିହର ବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ବଡଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଏହି
Read More...

୭୨ ତମ ଗୋ-ସମ୍ବର୍ଦ୍ଧନା ସମାରୋହ ଏବଂ ଜାତୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ଦଶପଲ୍ଲା :୭୨ ତମ ଗୋ-ସମ୍ବର୍ଦ୍ଧନା ସମାରୋହ ଏବଂ ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ତା ୧୯-୧୧-୨୦୨୩ ରିଖରେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଜାନିସାହି ଠାରେ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ନୟାଗଡ ଡାଃ. ପ୍ରଶାନ୍ତ
Read More...

ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସଂଧ୍ୟା ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଚତୁର୍ଥ ସଂଧ୍ୟାରେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ କଳା ପରିବେଷଣ କରାଯାଇ ଥିଲା ଓ ମାଙ୍କ ଠାରେ
Read More...

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ,ଗଜପତି ଶାଖା ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଓଡିଶାର ଆଜି ବହୁ ପ୍ରଶଂସିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ । ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର -୦୧ରୁ ୨୨୫ଜଣ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପ୍ରଥମ
Read More...

ହବିଷ୍ୟାଳୀ ମା’ମାନଙ୍କୁ ଶାଲ ବଣ୍ଟନ

ପୁରୀ :ହବିଷ୍ୟାଳୀ ମା ମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଲ ବଣ୍ଟନ କରାଯାଇଛି । ଆଜି ପୂର୍ବାହ୍ନରେ ବୃନ୍ଦାବତୀ ନିବାସ ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ
Read More...

ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍‌ ନୀଳ ଜହର

ବାଲିଗୁଡ଼ା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ୍‌ ନୀଳ ଜହର । କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳର ଲୋକେ କୁଚକ୍ରିଙ୍କ ପ୍ରୋଲଭନରେ ପଡ଼ି ନିଜ ବ୍ୟବସାୟ ଛାଡ଼ି ରାତାରାତି କୋଟିପତି ହେବାର
Read More...

ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ । ତେବେ ମରାମତି କାର୍ଯ୍ୟ ପାଇଁ ଲୁହା ପାଇପ୍‌ ସ୍କାଫୋଲ୍ଡିଙ୍ଗକୁ ସଂଯୋଗ କରାଯାଇ ଏକ ୱାର୍କିଙ୍ଗ ପ୍ଲାଟଫର୍ମ ତଥା ଭାରା ତିଆରି ହେବ । ସେଠାରେ ଏଏସାଆଇ କର୍ମଚାରୀ ରହି ନାଟମଣ୍ଡପର ମରାମତି
Read More...