Yearly Archives

2023

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧର କୃତିତ୍ୱ

ବୌଦ୍ଧ,୧୭/୧୧:- ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପ୍ରତିଯୋଗୀମାନେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଛନ୍ତି । ଶୁକ୍ରବାର ଦିନ ସକାଳ ୮ଟା ସମୟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବୌଦ୍ଧ ବସଷ୍ଟାଣ୍ଡ ଠାରେ
Read More...

ବହୁବୃତ୍ତି ଶିକ୍ଷାନୁଷ୍ଠାନ ବୌଦ୍ଧରେ ମେଗା ରକ୍ତଦାନ ଶିବିର

ବୌଦ୍ଧ,୧୭/୧୧:- ବୌଦ୍ଧବ୍ଲକ ଗୌଡଦେଇ ସ୍ଥିତ ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୦ଜଣ ଶିକ୍ଷାର୍ଥୀ ରକ୍ତଦାନ କରିଥିଲେ । ଅନୁଷ୍ଠାନ ସହିତ ସତ୍ୟବାଦୀ ଚାରିଟେବଲ୍‌ ଟ୍ରଷ୍ଟ ସହଯୋଗ କରିଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡ.ଲକ୍ଷ୍ମୀଧର
Read More...

ବିଧାୟକ ମୋକିମଙ୍କ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କଟକ: ଆଜି ବାରବାଟୀ–କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଦେଉଳସାହି ସ୍ଥିତ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଉନ୍ନତିକରଣ ଓ ବିକାଶମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ବିଦ୍ୟାଳୟର ପରିବେଶ ଓ ଉନ୍ନୟନ କାର୍ଯ୍ୟର ଉଚ୍ଚ ପ୍ରଶଂସା
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଫୁଲବାଣୀ : ଗାନ୍ଧି ସ୍ମୃତି ଭବନ, ସଭାଘର, ଫୁଲବାଣୀ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ଫୁଲବାଣୀ ପୌରପରିଷଦ ଅଞ୍ଚଳର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ
Read More...

ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିତୀୟ ସନ୍ଧ୍ୟାରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ ପରିବେଷଣ ଏବଂ ମା ଙ୍କ
Read More...

ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଛାତ୍ରୀ ସମୀକ୍ଷା…

ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ କାର୍ଯ୍ୟକ୍ରମରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ଦ୍ୱିତୀୟ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲା ସ୍ତରରେ
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ସିନାପାଲି ବ୍ଲକ ଘେରାଉ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଆଜି ବ୍ଲକ ଘେରାଓ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଦଳୀୟ
Read More...

ବାଲିଗୁଡ଼ାରେ କେନ୍ଦ୍ରମନ୍ତ୍ରୀ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ

ବାଲିଗୁଡା: କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍‌କୁ ଦିନିକିଆ ଗସ୍ତରେ ଆସି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ବାଲିଗୁଡ଼ା ବ୍ଲକର ଉଭୟ ସିନ୍ଦ୍ରିଗାଁ ଓ ବାଟାଗୁଡ଼ା ପଞ୍ଚାୟତ ଗସ୍ତ କରି ବିକଶିତ ଭାରତ
Read More...

ପାଣି ପମ୍ପ ଚୋରି ମାମଲା, ପୋଲିସ ଦ୍ୱାରା ୫ ଗିରଫ

ଚମ୍ପୁଆ: ଚମ୍ପୁଆ ପୋଲିସ ଦ୍ୱାରା ପାଣି ମୋଟର ଚୋରି ଓ କିଣା ମାମଲାରେ ୫ ଜଣ ଗିରଫ ହୋଇଥିବା ଚମ୍ପୁଆ ପୋଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୨ ଦିନ ତଳେ ରାମଲା ଅଂଚଳରୁ ରାତି ଅଧରେ ଉଠା ଜଳସେଚନ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସମରସବୁଲ ପାଣି ମୋଟର ଚୋରି ହୋଇଥିବା ମାଲିକ
Read More...

ଜଳିଗଲା ଚା ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

ବାଲିଗୁଡ଼ା: ଜଳିଗଲା ଚା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ବୁଡାଗୁଡ଼ା ଛକ ନିକଟରେ । ଘଟଣା ପ୍ରକାରେ ଗତକାଲି ରାତ୍ର ୧୦ଟା ପରେ ତା
Read More...