Yearly Archives

2023

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା,୧୫/୧ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ପଞ୍ଚାୟତ ଡୁମୁରୀମୁଣ୍ଡାସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ମୁଖ୍ୟ ପ୍ରତିଷ୍ଠାତା ଧରଣୀଧର ମେଣ୍ଡିଲି ସଭାପତିତ୍ୱ
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ

ସୁବର୍ଣ୍ଣପୁର,୧୫/୧- ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଓ ମଞ୍ଚ ପୂଜା

ସୁବର୍ଣ୍ଣପୁର,୧୪/୧- ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ଓ ମାଁଙ୍କୁ ଆବାହନ ପରେ ଜ଼ିଲ୍ଲାର ଶହଶହ କଳାକାରଙ୍କୁ ନେଇ ଆଜି ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟନ ପାଇଁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭହୋଇ ସହର ପରିକ୍ରମା କରିଥିଲା । ଦିନ
Read More...

ଲଡ଼ୁଗାଁ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର ଉଦଯାପିତ

କୋକସରା,୧୪/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଠ ଦିବସୀୟ ବାଳିକା ଆତ୍ମସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼ଃ ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ
Read More...

ଚଣ୍ଡି ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଜହ୍ନ ।ପଙ୍କ,୧୪/୧: ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚଣ୍ଡିବନ୍ଧ ହୁଡ଼ାରେ ନିର୍ମାଣ କରାଯାଇଥିବା ଚଣ୍ଡିମନ୍ଦିରର ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ସଭାପତି ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
Read More...

ମାଁ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ମକର ସଂକ୍ରାନ୍ତି ପାଳିତ

ଫୁଲବାଣୀ,୧୪/୧:- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ ମକର ସଂକ୍ରାନ୍ତି ଉପଲକ୍ଷେ ମାଁ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟଙ୍କୁ ନେଇ ଆଜି
Read More...

ବୌଦ୍ଧ ପଲ୍ଲିଶ୍ରୀ ମେଳା ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

ବୌଦ୍ଧ,୧୪/୧:- ଆଜି ଜିଲ୍ଲା ପ୍ରଶାସନ ତରଫରୁ ବୌଦ୍ଧ ପଲ୍ଲିଶ୍ରୀ ମେଳା ଅବସରରେ ମହୋତ୍ସବ ପଡିଆରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ୯୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରେ ଜ଼ିଲ୍ଲାର ବିଭିନ୍ନ ବିଦ୍ୟାଳୟର ୮୧୯ ଜଣ ଛାତ୍ରଛାତ୍ରୀ ଏବଂ ୧୦୮ ଜଣ
Read More...

ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହକି ମ୍ୟାଚ ଲାଇଭ ଦେଖିଲେ ହଜାର ହଜାର ଦର୍ଶକ

ବୌଦ୍ଧ,୧୩/୧:- ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ ଓ ବୟନିକାର ସହଯୋଗକ୍ରମେ ବୌଦ୍ଧ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ମନ୍ତ୍ରୀଙ୍କଦ୍ୱାରା ଅନୁକମ୍ପା ରାଶି ପ୍ରଦାନ, ୮୩ ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷରୁ ଉର୍ଦ୍ଧ୍ୱ ରାଶି

ବୌଦ୍ଧ/ହରଭଙ୍ଗା ,୧୩/୧- କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତା ରାଶିର ଏକ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଂଚାୟତ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ

ପୁରୀ:ସଂଜୀବନୀ ଓ ନୀଳାଚଳ ନର୍ସିଂ ହୋମ ର ପ୍ରତିଷ୍ଠାତା ସ୍ବର୍ଗତ ଦେବ ପ୍ରସାଦ ମହାପାତ୍ରଙ୍କ ସହଧର୍ମିଣୀ ତଥା ଆଦର୍ଶ ଶିକ୍ଷୟିତ୍ରୀ ପ୍ରତିଭା ରଥଙ୍କର ହୃଦଘାତ ରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ଗତ ତିନିଦିନ ତଳେ ଶ୍ରୀମତୀ ରଥ ଭୁବନେଶ୍ୱରରେ ଥିବା ଭଉଣୀ ଘରକୁ
Read More...