Yearly Archives

2023

ହୀରାକୁଦ ଜଳଭଣ୍ଡାର: ପକ୍ଷୀ ଗଣନାରେ ଦଶଟି ନୂଆଁ ପ୍ରଜାତି ଚିହ୍ନଟ

ସମ୍ବଲପୁର : ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ସହିତ ହୀରାକୁଦ ଜଳଭଣ୍ଡାରକୁ ଲକ୍ଷାଧିକ ଅତିଥି ପକ୍ଷୀଙ୍କ ଆଗମନ ହୋଇଥାଏ ଓ ଏହି ସମୟରେ ସେମାନଙ୍କ ଗଣନା ମଧ୍ୟ ହୋଇଥାଏ । ଇତିମଧ୍ୟରେ ସମ୍ପନ୍ନ ପକ୍ଷୀ ଗଣନା ଅନୁସାରେ ଏବର୍ଷ ଦଶଟି ନୂଆଁ ପ୍ରଜାତିର ପକ୍ଷୀ ଚିହ୍ନଟ ହେବା ସହିତ ଶତାଧିକ ପ୍ରଜାତିର ମୋଟ
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମ ପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଯୋଗ ଦେଇ ପ୍ରଦୀପ
Read More...

କୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା

ଦଶପଲ୍ଲା : କୁଆଁରିଆ ଡ଼୍ୟାମ୍‌ରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍‌ ତଥା ଜଳଭଣ୍ଡାରର ପାରିପାର୍ଶ୍ୱକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ
Read More...

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଂଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପ୍ରକାରେ ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ ।
Read More...

ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ

ନବରଙ୍ଗପୁର,୧୦/୧ - ଓଡିଶା ସରକାରଙ୍କ ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ପକ୍ଷରୁ ନବରଙ୍ଗପୁର ସ୍ଥାନୀୟ କୋଣାର୍କ ଆଇଟିଆଇ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ଜଣ ଯୁବକ ଯୁବତୀ ଭାଗନେଇ ନିଜର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବାର୍ଷିକ କ୍ରୀଡ଼ା ଉଦଯାପିତ

ଜହ୍ନ ।ପଙ୍କ,୧୦/୧:ବୋୖଦ୍ଧ ଜିଲ୍ଲା ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଂଗ୍ରାମପୁର ରେ ବୋୖଦ୍ଧ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ଥରୀୟ ବିଦ୍ୟାଳୟ ସମୁହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଅପରାହ୍ନରେ ଉଦଯାପିତ
Read More...

ନବନିର୍ମାଣ କୃଷକ ସଙ୍ଗଠନର ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର,୧୦/୧ - ଆଜି ସୋନପୁରର ହୋଟେଲ ଗ୍ରୀନପାର୍କ ପରିସରରେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ସାଙ୍ଗଠନିକ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀ ପ୍ରଦ୍ୟୁମ୍ନ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ
Read More...

ଅପରେସନ ଗଜରାଜ ସଫଳ

ପୁରୀ : ବିଫଳ ବନବିଭାଗର ସଫଳ ପ୍ରୟାସ୍‌ । ଦୀର୍ଘ ୩୦ଘଣ୍ଟାରୁ ଉର୍ଦ୍ଧ୍ୱ ଚେଷ୍ଟା ପରେ ଶେଷରେ ସଫଳ ହେଲା ଅପରେସନ୍‌ ଗଜରାଜ । ପୁରୀ - କୋଣାର୍କ ବେଳାଭୂମି ରାସ୍ତାର ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନନ୍ଦନକାନନ ନିଆଯାଇଛି ।
Read More...

ଆସନ୍ତାକାଲି ଦିନ ୧ଟା ପରେ ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ଦିନ ଗୋଟାଏ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପୁରୁଷ ହକି ବିଶ୍ୱକପ୍‌ ୨୦୨୩ର ଉଦଘାଟନି ସମୋରୋହ ହେବାକୁ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଥାଉକି,
Read More...

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ

ନବରଙ୍ଗପୁର : ଓଡିଶା ସରକାରଙ୍କ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ପକ୍ଷରୁ ନବରଙ୍ଗପୁର ସ୍ଥାନୀୟ କୋଣାର୍କ ଆଇ.ଟି.ଆଇ ପରିସରରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଜଣ ଯୁବକଯୁବତୀ ଭାଗ ନେଇ ନିଜର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ ।
Read More...